/odishatv-khabar/media/media_files/2026/02/08/indian-students-stabbed-in-russia-2026-02-08-11-51-47.jpg)
ରୁଷିଆରେ ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ Photograph: (OTV)
ରୁଷିଆ ଉଫାରେ ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ । ଏକ ମେଡିକାଲ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପଶି ଛୁରାମାଡ଼ କରିଛି ନାବାଳକ । ସୂଚନା ଅନୁସାରେ, ବିଦେଶୀ ପିଲା ରହୁଥିବା ହଷ୍ଟେଲରେ ଅଭିଯୁକ୍ତ ନାବାଳକ ପଶି ଅତର୍କିତ ଆକ୍ରମଣ କରିଥିଲା ।
Advertisment
ଏଥିରେ ୪ ଭାରତୀୟ ଛାତ୍ର ଆହତ ହୋଇଥିବାବେଳେ ଅଭିଯୁକ୍ତଙ୍କୁ ଧରିବାକୁ ଆସି ପୋଲିସ ବି ଆକ୍ରମଣର ଶିକାର ହୋଇଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ନାବାଳକ ଗିରଫ ହୋଇଥିବାବେଳେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି ।
- ରୁଷିଆରେ ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼
- ମେଡିକାଲ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପଶି ଛୁରାମାଡ଼
- ଛାତ୍ରଛାତ୍ରୀଙ୍କୁ ଏକ ନାବାଳକ ଛୁରାମାଡ଼ କରିଥିବା ସୂଚନା
- ଗିରଫ କରିବାକୁ ଆସିଥିବା ୨ ପୋଲିସ ବି ଆକ୍ରମଣର ଶିକାର
- ସମସ୍ତେ ହସ୍ପିଟାଲରେ ଭର୍ତ୍ତି, ଭାରତୀୟ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର
- ନାବାଳକ ଆକ୍ରମଣକାରୀ ଗିରଫ, ଆକ୍ରମଣର କାରଣ ଅସ୍ପଷ୍ଟ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)