VENEZUELA Photograph: (OTV)
ଭେନେଜୁଏଲା ଯିବାକୁ ଭାରତୀୟଙ୍କୁ ବାରଣ କଲା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି, ଭେନେଜୁଏଲା ନଯିବାକୁ ପରାମର୍ଶ ଦେଇଛି MEA । ଯେଉଁ ଭାରତୀୟମାନେ ଭେନେଜୁଏଲାରେ ରହିଛନ୍ତି ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି।
ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ଦିଆଯାଇଛି ପରାମର୍ଶ । ସହଯୋଗ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତରଫରୁ ଇମେଲ୍ ଓ ଜରୁରୀକାଳୀନ ନମ୍ବର ଜାରି କରାଯାଇଛି ।
ଭେନେଜୁଏଲା ଯାଅନି: ଭାରତ
ଭାରତୀୟଙ୍କୁ ଭେନେଜୁଏଲା ଯିବାକୁ ବାରଣ କଲା MEA
ଏବେ ଭେନେଜୁଏଲା ନଯିବାକୁ ଭାରତୀୟଙ୍କୁ ପରାମର୍ଶ
ଭେନେଜୁଏଲାରେ ରହୁଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି
ଅତ୍ୟଧିକ ସତର୍କ ରହିବାକୁ ଭାରତୀୟଙ୍କୁ ପରାମର୍ଶ
ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ପରାମର୍ଶ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/04/venezuela-2026-01-04-10-06-08.jpg)