Income Tax Slabs Budget 2026 Photograph: (OTV)
ବଜେଟ୍ରେ ଆୟକର ନିୟମକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅପରିବର୍ତ୍ତିତ ରହିଲା ଆୟକର ସ୍ଲାବ। କୌଣସି ପରିବର୍ତ୍ତନ କଲେନି ନିର୍ମଳା ସୀତାରମଣ। ଆୟକର ଲୁଚାଇଲେ ଆଉ ମିଳିବନି ଦଣ୍ଡ। ଅତିରିକ୍ତ ୩୦% ଟିକସ ଦେଇ ମୁକୁଳିପାରିବେ। ୨୦୨୬, ଏପ୍ରିଲ ୧ରୁ ନୂଆ ଆୟକର ନିୟମ ଲାଗୁ ହେବ। ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ
ଜୁଲାଇ ୩୧ ତାରିଖ ଯାଏଁ ରିଟର୍ଣ୍ଣ ଦାଖଲ କରିପାରିବେ। ITR 1, ITR 2 ଲୋକେ ଭରିପାରିବେ ରିଟର୍ଣ୍ଣ। PAN ଜରିଆରେ ନିଜ ସଂପତ୍ତି ବିକିପାରିବେ NRI। ବିଦେଶରେ ଶିକ୍ଷା ଓ ମେଡିକାଲ୍ କ୍ଷେତ୍ରରେ TCS ହ୍ରାସ। ୫ ପ୍ରତିଶତରୁ ୨ ପ୍ରତିଶତକୁ TCS ହ୍ରାସ ନେଇ ଘୋଷଣା। ମୋଟର ଦୁର୍ଘଟଣା ବାବଦ ସୁଧ ଉପରେ ଲାଗୁ ହେବନି ଆୟକର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/01/income-tax-slabs-budget-2026-2026-02-01-12-48-25.jpg)