Advertisment

Budget 2026: ବଜେଟ୍ ୨୦୨୬: କର୍ପୋରେଟ ଦୁନିଆ, ଆୟ କରଦାତାଙ୍କ ବଡ଼ ଆଶା

ବଜେଟରେ ଫୋକସରେ ରହିବ AI, ଡିଜିଟାଲ୍ ଭିତ୍ତିଭୂମି। ଷ୍ଟାର୍ଟଅପଙ୍କୁ ପିକଅପ୍ ଦେବାକୁ ବଡ଼ ଘୋଷଣା ହୋଇପାରେ। ସେହିପରି ସରକାରଙ୍କ ଫୋକସ ଏରିଆରେ ସବୁଠୁ ଆଗରେ ରହିବ ନିବେଶ ବୃଦ୍ଧି।

Budget 2026

Budget 2026 Photograph: (OTV)

Advertisment

ବଜେଟରେ ଫୋକସରେ ରହିବ AI, ଡିଜିଟାଲ୍ ଭିତ୍ତିଭୂମି। ଷ୍ଟାର୍ଟଅପଙ୍କୁ ପିକଅପ୍ ଦେବାକୁ ବଡ଼ ଘୋଷଣା ହୋଇପାରେ। ସେହିପରି ସରକାରଙ୍କ ଫୋକସ ଏରିଆରେ ସବୁଠୁ ଆଗରେ ରହିବ ନିବେଶ ବୃଦ୍ଧି। ମହିଳାଙ୍କୁ ଉଦ୍ୟୋଗୀ କରିବା, ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ସହ ଚାଷ ଓ ଚାଷୀଙ୍କୁ ପ୍ୟାକେଜ୍ ନେଇ ବଡ଼ ଘୋଷଣା ହୋଇପାରେ।

Advertisment

ରୋଜଗାର ଓ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ କଣ ପଦକ୍ଷେପ ଘୋଷଣା ହେବ ତାଉପରେ ନଜର ରହିବ। ଏହାବ୍ୟତୀତ କେନ୍ଦ୍ର ସରକାରଙ୍କ ଫୋକସରେ ରହିବ MSME ସେକ୍ଟର। କ୍ଷୁଦ୍ର, ମଧ୍ୟମ ଓ ଲଘୁ ଶିଳ୍ପକୁ ପ୍ରୋତ୍ସାହନ ନେଇ କିଛି ଘୋଷଣା କରିପାରନ୍ତି ନିର୍ମଳା ସୀତାରମଣ। 
ସେହିପରି ଫାର୍ମା ଓ ହେଲଥ୍ ଇନଫ୍ରାଷ୍ଟ୍ରକଚରକୁ ଅଧିକ ସୁଦୃଢ଼ କରିବା ସହ ଗ୍ରାମୀଣ ବିକାଶ ଦିଗରେ ବଜେଟରେ ଅନେକ ପଦକ୍ଷେପ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର।

Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ