ED Raid Photograph: (OTV)
ଜବ ଫ୍ରଡ୍ ମାମଲାରେ ଦେଶର ୬ଟି ରାଜ୍ୟରେ ୧୫ଟି ସ୍ଥାନରେ ବଡଧରଣର ରେଡ୍। ବିହାରର ମୁଜାଫରପୁର, ମୋତିହାରୀ ସହ ପଶ୍ଚିମବଙ୍ଗର କୋଲକାତା, କେରଳର ଏର୍ଣ୍ଣାକୁଲମ୍, ପଣ୍ଡାଲମ୍, ଆଡୋର୍ ଓ କୋଡୁରରେ ରେଡ୍ ହୋଇଛି। ସେହିପରି ଉତ୍ତରପ୍ରଦେଶର ୪ଟି ସ୍ଥାନ ସହ ତାମିଲନାଡୁ ଓ ଗୁଜରାଟରେ ଚଢାଉ ହୋଇଛି।
ସରକାରୀ ଚାକିରି ନାଁରେ ଠକେଇ ମାମଲାରେ ED ବଡ଼ ଧରଣର ରେଡ୍ କରିଛି। ଭାରତୀୟ ରେଳ ବିଭାଗ, ଇଣ୍ଡିଆନ ପୋଷ୍ଟ ଅଫିସ, ଇନକମ ଟ୍ୟାକ୍ସ, ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟି ଆଦି ବିଭାଗରେ ଚାକିରି ନାଁରେ ଚାଲିଥିଲା ଠକେଇ। ଏମିତିକି କିଛି କିଛି ଆଶାୟୀଙ୍କୁ ଫ୍ୟାକ୍ ନିଯୁକ୍ତିପତ୍ର ସହ ମାସେ ଦୁଇ ମାସର ସାଲାରୀ ବିଶ୍ବାସ ଜନ୍ମାବା ଲାଗି ଦିଆଯାଇଥିଲା। ଅଭିଯୋଗ ପରେ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ଚାକିରି ଫ୍ରଡ୍; ୬ ରାଜ୍ୟର ୧୫ ସ୍ଥାନରେ ରେଡ୍
ବଡ଼ଧରଣର ସରକାରୀ ଚାକିରି ଠକେଇ; ଦେଶସାରା ଚଢାଉ ଜାରି
ଭାରତର ୬ଟି ରାଜ୍ୟର ୧୫ଟି ସ୍ଥାନରେ ତଲାସୀ ଅଭିଯାନ ଜୋରଦାର
ବିହାରର ୩ଟି, ପଶ୍ଚିମବଙ୍ଗର ୨ଟି, କେରଳର ୪ଟି ସ୍ଥାନରେ ରେଡ୍
ଉତ୍ତର ପ୍ରଦେଶର ୪ଟି ଏବଂ ତାମିଲନାଡୁ ଓ ଗୁଜରାଟରେ ଚଢାଉ ଜାରି
ବିହାରର ମୁଜାଫରପୁର ଓ ମୋତିହାରୀରେ ଚଢାଉ ଜୋରଦାର
ପଶ୍ଚିମବଙ୍ଗର କୋଲକାତା ଓ ତାମିଲନାଡୁର ଚେନ୍ନାଇରେ ଚଢାଉ
କେରଳର ଏର୍ଣ୍ଣାକୁଲମ୍, ପଣ୍ଡାଲମ୍, ଆଡୋର୍ ଓ କୋଡୁରରେ ରେଡ୍
ଉତ୍ତରପ୍ରଦେଶର ଗୋରଖପୁର, ପ୍ରୟାଗରାଜ ଓ ଲକ୍ଷ୍ନୌରେ ଚଢାଉ
ଗୁଜରାଟର ରାଜକୋଟରେ ଚଢାଉ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ସରକାରୀ ଚାକିରି ଠକେଇ ମାମଲାରେ EDର ବଡ଼ଧରଣର ରେଡ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/08/ed-raid-2026-01-08-14-34-13.jpg)