NAXAL_ENCOUNTER Photograph: (OTV)
ସଫା ହେଇଯିବେ ନକ୍ସଲ। ପ୍ରାୟ ପ୍ରତିଦିନ ନିହତ ହେଉଛନ୍ତି ନକ୍ସଲ। ଛତିଗଡ଼ ବିଜାପୁରରେ ଟଳିଲେ ଆଉ ୬ ନକ୍ସଲ। ଇନ୍ଦ୍ରାବତୀ ଜାତୀୟ ପାର୍କ ଅଞ୍ଚଳରେ ନକ୍ସଲ ଲୁଚି ରହିଥିବା ଖବର ପାଇଁ ସର୍ଚ୍ଚ ଅପରେସନ କରିଥିଲା ସୁରକ୍ଷାକର୍ମୀ। DRG ସହ ସ୍ପେଶାଲ୍ ଟାସ୍କ ଫୋର୍ସ ଅପରେସନରେ ୬ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି।
ଏ ବର୍ଷ ଏବେ ଯାଏଁ ୨୫୯ ନକ୍ସଲ ଛତିଶଗଡ଼ରେ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ୨୦୨୬ ସୁଦ୍ଧା ମାଓ ମୁକ୍ତ ରାଷ୍ଟ୍ର କରିବା ପାଇଁ ଅପରେସନ୍ ଚାଲିଛି। ପ୍ରତି ମାସ ଶତାଧିକ ମାଓବାଦୀ ଲାଲ ଶିବିର ଛାଡ଼ି ମୁଖ୍ୟସ୍ରୋତରେ ମିଶୁଛନ୍ତି।
• ୬ ନକ୍ସଲ ନିହତ
• ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର୍
• ଇନ୍ଦ୍ରାବତୀ ଜାତୀୟ ପାର୍କ ଅଞ୍ଚଳରେ ଅପରେସନ୍
• ଲୁଚି ରହିଥିଲେ ମାଓବାଦୀ
• ଗୁଳି ବିନିମୟରେ ୬ ନକ୍ସଲ ନିହତ
• ବିପୁଳ ପରିମାଣର ବିସ୍ଫୋରକ ଜବତ
• ଏବର୍ଷ ଛତିଶଗଡ଼ରେ ୨୫୯ ନକ୍ସଲ ନିହତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/12/naxal_encounter-2025-11-12-09-43-38.jpg)