Advertisment

Budget 2026 and women’s empowerment: ବଜେଟ୍ ୨୦୨୬: ଫୋକସରେ ମହିଳା ସଶକ୍ତିକରଣ

ଏଥର ଫୋକସରେ ମହିଳା ସଶକ୍ତିକରଣ। ଏବେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୫୦୦୦ ସହାୟତା ମିଳୁଛି। ୧୦ କୋଟି ମହିଳା ୯୧ ଲକ୍ଷ SHGରେ ସାମିଲ ହୋଇଛନ୍ତି।

Budget 2026

Budget 2026 Photograph: (OTV)

Advertisment

ଏଥର ଫୋକସରେ ମହିଳା ସଶକ୍ତିକରଣ। ଏବେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୫୦୦୦ ସହାୟତା ମିଳୁଛି। ଆର୍ଥିକ ସଶକ୍ତିକରଣ ପାଇଁ ଲକ୍ଷପତି ଦିଦି, ନମୋ ଡ୍ରୋନ୍ ଦିଦି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର। ୧୦  କୋଟି ମହିଳା ୯୧ ଲକ୍ଷ SHGରେ ସାମିଲ ହୋଇଛନ୍ତି। 

Advertisment

ମିଶନ ପୋଷଣ ୨.୦ରେ ୧୦ କୋଟି ମହିଳା ଓ ଶିଶୁ ଉପକୃତ ହେଉଛନ୍ତି। ଦେଶବ୍ୟାପୀ ଅପଗ୍ରେଡ କରାଯାଇଛି ୨ ଲକ୍ଷ ଅଙ୍ଗନବାଡି। ମହିଳା ଓ ବାଳ ଅପରାଧ ରୋକିବାକୁ ଫାଷ୍ଟ ଟ୍ରାକ୍ ଓ ପକସୋ କୋର୍ଟ ପ୍ରତିଷ୍ଠା କରିଛନ୍ତି ସରକାର। ଏଥର ବଜେଟରେ ମହିଳା ଓ ଶିଶୁ ବିକାଶ ଦିଗରେ ଆହୁରି ଅନେକ ପଦକ୍ଷେପ ଘୋଷଣା ସମ୍ଭାବନା ରହିଛି।

Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ