/odishatv-khabar/media/media_files/2026/03/05/amit-shah-2026-03-05-10-52-31.jpg)
Amit Shah Photograph: (OTV)
ଆଜି ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଶାହ। ଆଜି ସନ୍ଧ୍ୟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ୬ ତାରିଖ ପୂର୍ବାହ୍ନରେ କଟକ ମୁଣ୍ଡଳିସ୍ଥିତ CISFର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ।
ଅପରାହ୍ଣରେ ଜଟଣୀରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଫୋରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବା ସହ ଆଭାସୀ ମାଧ୍ୟମରେ NFSU ଟ୍ରାନଜିଟ୍ କ୍ୟାମ୍ପସର ଶୁଭ ଉଦ୍ଘାଟନ କରିବେ।
ଏହାପରେ ପାରାଦୀପରେ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟର ଶୁଭଉଦଘାଟନ କାର୍ଯ୍ୟକ୍ରମ ରହିଛି। ଏହାପରେ ସଂଧ୍ୟାରେ ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆରେ ପ୍ରଦର୍ଶନୀର ଉଦଘାଟନ କାର୍ଯ୍ୟକ୍ରମ ରହିଛି।
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ
ଆଜି ସନ୍ଧ୍ୟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ
ଆସନ୍ତାକାଲି ମୁଣ୍ଡଳି CISFର ପ୍ରତିଷ୍ଠା ଦିବସରେ ଯୋଗଦେବେ
ଜଟଣୀରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଭୂମିପୂଜନ କରିବେ
କେନ୍ଦ୍ରୀୟ ଫୋରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର କ୍ୟାମ୍ପସ ପାଇଁ ବି କରିବେ ଭୂମି ପୂଜନ
NFSU ଟ୍ରାନଜିଟ୍ କ୍ୟାମ୍ପସର ଶୁଭ ଉଦ୍ଘାଟନ କରିବେ
Shreemayee Raises Question to Naveen: ନବୀନଙ୍କୁ ଶ୍ରୀମୟୀଙ୍କ ପ୍ରଶ୍ନ; ବିଜୁବାବୁଙ୍କ ପ୍ରିୟ ଲୋକଙ୍କୁ ସମର୍ଥନ କରି କୃତଜ୍ଞତା ପ୍ରକାଶ କରିବା ଉଚିତ ନୁହେଁ କି?

Dillip Ray’s Emotional Tweet: ନାମାଙ୍କନ ଦାଖଲ ପୂର୍ବରୁ ଦିଲ୍ଲୀପ ରାୟଙ୍କ ଭାବବିହ୍ବଳ ଟ୍ବିଟ୍, ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଜଣାଇଲେ ଶ୍ରଦ୍ଧାଞ୍ଜଳି

Rajya Sabha Race Heats Up: ଆଜି ରାଜ୍ୟସଭା ନିର୍ବାଚନ ନାମାଙ୍କନ ଦାଖଲର ଶେଷଦିନ, ଚତୁର୍ଥ ଆସନରେ ଦତ୍ତେଶ୍ବର ହୋତା ବନାମ ଦିଲ୍ଲୀପ ରାୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)