Advertisment

Amit Shah’s Two-Day Odisha Visit: ଅମିତ ଶାହଙ୍କ ଗସ୍ତ ପୂର୍ବରୁ ପୋଲିସ DGଙ୍କ କ୍ୟାମ୍ପ୍ ଅଫିସ୍‌ରେ ବଡ଼ ବୈଠକ

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପୂର୍ବରୁ ବଡ଼ ବୈଠକ। ପୋଲିସ DGଙ୍କ କ୍ୟାମ୍ପ୍ ଅଫିସ୍ ରେ ବଡ଼ ବୈଠକ। ବୈଠକରେ ଆଇନଶୃଙ୍ଖଳା କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର। ADG ସଞ୍ଜୟ କୁମାର, ଗୁଇନ୍ଦା ନିର୍ଦ୍ଦେଶକ ଆର୍ ପି କୋଚେ ଉପସ୍ଥିତ।

author-image
Pramod Behera
Amit Shah’s Two-Day Odisha Visit

ଅମିତ ଶାହଙ୍କ ଗସ୍ତ ପୂର୍ବରୁ ପୋଲିସ DGଙ୍କ କ୍ୟାମ୍ପ୍ ଅଫିସ୍‌ରେ ବଡ଼ ବୈଠକ Photograph: (OTV)

୫ରୁ ୨ ଦୁନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶାହଙ୍କ ଗସ୍ତ ନେଇ ଡିଜି କ୍ୟାମ୍ପ ଅଫିସରେ ବଡ଼ ବୈଠକ। 

Advertisment

ବୈଠକରେ ଆଇନଶୃଙ୍ଖଳା କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର, ADG ସଞ୍ଜୟ କୁମାର, ଗୁଇନ୍ଦା ନିର୍ଦ୍ଦେଶକ ଆର୍ ପି କୋଚେ, କୋଷ୍ଟାଲ ସିକ୍ୟୁରିଟି ADG ଅରୁଣ ବୋଥ୍ରା, IG ଟ୍ରେନିଂ ଅନୁପ ସାହୁ ଉପସ୍ଥିତ ରହିଥିଲେ।

  • ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପୂର୍ବରୁ ବଡ଼ ବୈଠକ
  • ପୋଲିସ DGଙ୍କ କ୍ୟାମ୍ପ୍ ଅଫିସ୍ ରେ ବଡ଼ ବୈଠକ
  • ବୈଠକରେ ଆଇନଶୃଙ୍ଖଳା କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର
  • ADG ସଞ୍ଜୟ କୁମାର, ଗୁଇନ୍ଦା ନିର୍ଦ୍ଦେଶକ ଆର୍ ପି କୋଚେ ଉପସ୍ଥିତ
  • କୋଷ୍ଟାଲ ସିକ୍ୟୁରିଟି ADG ଅରୁଣ ବୋଥ୍ରା, IG ଟ୍ରେନିଂ ଅନୁପ ସାହୁ ଉପସ୍ଥିତ
  • ୫ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ
Advertisment
Odisha Police Odisha News Amit Shah
Advertisment
Advertisment