Advertisment

Governors and LGs Changed: ବଦଳିଲେ ୯ ରାଜ୍ୟପାଳ ଓ ଉପରାଜ୍ୟପାଳ, ଆର.ଏନ. ରବି ପଶ୍ଚିମବଙ୍ଗର ନୂଆ ଗଭର୍ଣ୍ଣର

ବଦଳିଲେ ୯ ରାଜ୍ୟପାଳ ଓ ଉପରାଜ୍ୟପାଳ। ତରନଜିତ୍ ସିଂ ସନ୍ଧୁ ହେଲେ ଦିଲ୍ଲୀର ନୂଆ ଉପରାଜ୍ୟପାଳ। ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ଆର.ଏନ. ରବି।

Governors and LGs Changed

Governors and LGs Changed Photograph: (OTV)

Advertisment

ବଦଳିଲେ ୯ ରାଜ୍ୟପାଳ ଓ ଉପରାଜ୍ୟପାଳ। ତରନଜିତ୍ ସିଂ ସନ୍ଧୁ ହେଲେ ଦିଲ୍ଲୀର ନୂଆ ଉପରାଜ୍ୟପାଳ। ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ଆର.ଏନ. ରବି। ତେଲେଙ୍ଗାନାର ରାଜ୍ୟପାଳ ହୋଇଛନ୍ତି ଶିବ ପ୍ରତାପ ଶୁକ୍ଲା। ମହାରାଷ୍ଟ୍ରର ଜିଷ୍ଣୁଦେବ ବର୍ମା, ନାଗାଲାଣ୍ଡର ନନ୍ଦକିଶୋର ଯାଦବ, ବିହାରର ଲେଫ୍ଟନାଣ୍ଟ୍ ଜେନେରାଲ ସୈଦ୍ ଅତା ହୁସେନ୍ ହୋଇଛନ୍ତି ନୂଆ ରାଜ୍ୟପାଳ। 

Advertisment

ସେହିଭଳି ତାମିଲନାଡୁର ରାଜ୍ୟପାଳ ହେଲେ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ହିମାଚଳ ପ୍ରଦେଶର କବୀନ୍ଦର ଗୁପ୍ତା ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଲଦାଖର ଉପରାଜ୍ୟପାଳ ଭାବେ ଭିକେ ସକ୍ ସେନାଙ୍କୁ ଦାୟିତ୍ବ ମିଳିଛି। ଗତକାଲି ପଶ୍ଚିମବଙ୍ଗ ରାଜ୍ୟପାଳ ଓ ଲଦାଖ ଉପରାଜ୍ୟପାଳ ଇସ୍ତଫା ଦେଇଥିଲେ।

Governor Deputy Governor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ