Advertisment

ଏକର ଏକର ଜମିରେ ମାଡ଼ିଲା ବୁଢ଼ିଆଣୀ ଜାଲ..

ଅଷ୍ଟ୍ରେଲିଆ: ବିଶାଳ ବୁଢ଼ିଆଣୀ ଜାଲରେ ଆଚ୍ଛାଦିତ ହୋଇଛି ପଡ଼ିଆ । ଘାସ ଗାଲିଚା ସହ ପଡ଼ିଆର ଏକର ଏକର ଅଂଚଳ ବୁଢ଼ଇାଣୀ ଜାଲରେ ଢାଙ୍କି ହୋଇ ରହିଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆର ଗିପ୍ସଲ୍ୟାଣ୍ଡ ଭିକ୍ଟୋରିଆ ଅଞ୍ଚଳରେ ।…

ଏକର ଏକର ଜମିରେ ମାଡ଼ିଲା ବୁଢ଼ିଆଣୀ ଜାଲ..

1050

Advertisment

ଅଷ୍ଟ୍ରେଲିଆ: ବିଶାଳ ବୁଢ଼ିଆଣୀ ଜାଲରେ ଆଚ୍ଛାଦିତ ହୋଇଛି ପଡ଼ିଆ । ଘାସ ଗାଲିଚା ସହ ପଡ଼ିଆର ଏକର ଏକର ଅଂଚଳ ବୁଢ଼ଇାଣୀ ଜାଲରେ ଢାଙ୍କି ହୋଇ ରହିଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆର ଗିପ୍ସଲ୍ୟାଣ୍ଡ ଭିକ୍ଟୋରିଆ ଅଞ୍ଚଳରେ । ଗିପ୍ସଲ୍ୟାଣ୍ଡରେ ଥିବା ଏକ ହ୍ରଦ କୂଳରେ ବ୍ୟାପକ ଭାବେ ବୁଢ଼ଇାଣୀ ଜାଲ ଦେଖିବାକୁ ମିଳିଛି ।

Advertisment

publive-imageପବନରେ ବୁଢ଼ଇାଣୀ ଜାଲ ଉଡୁଥିବା ଦେଖାଯାଇଛି । ହ୍ରଦ ନିକଟରେ ଥିବା ଗଛ ସହ ଘାସ ଗାଲିଚା ଓ ମାଟି ସବୁଠି ବୁଢିଆଣୀ ଜାଲ ଢାଙ୍କି ହୋଇ ରହିଛି । ବୋଧହୁଏ ଏଭଳି ଦୃଶ୍ୟ ଆଗରୁ କେହି କେବେ ଦେଖିନଥିବେ । ଏତେ ବଡ଼ ବୁଢ଼ଇାଣୀ ଜାଲ ବ୍ୟାପକ ଅଞ୍ଚଳରେ ସୃଷ୍ଟି ହେବା ବିରଳ । ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା କୁହାଯାଉଛି ।

publive-image

ଏହି ବୁଢ଼ିଆଣି ଜାଲ ଗୁଡ଼ିକୁ ଦେଖିଲେ ଲାଗୁଛି ଯେମିତି ବରଫର ଚାଦର ଢ଼ାଙ୍କି ରହିଛି । ଖାଲି ପଡ଼ିଆ କି ଘାଷ ଗାଲିଚାରେ ନୁହେଁ, ବଡ଼ ବଡ଼ ଗଛକୁ ମଧ୍ୟ ଏହି ବୁଢ଼ିଆଣି ଜାଲ ଘରି ଯାଇଛି । ସେହି ବଡ଼ ବଡ଼ ଗଛଗୁଡ଼ିକୁ ଦେଖିଲେ ସହଜରେ ଅନୁମାନ କରି ହେବ ନାହିଁ ତାହା କେଉଁ ଗଛ ।

Advertisment

publive-image

Australia Spider Net
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ