Advertisment

ଫଟୋରେ ଖବର: ପଶ୍ଚିମବଙ୍ଗରେ ୨ୟ ପର୍ଯ୍ୟାୟ ମତଦାନର କିଛି ଝଲକ....

ପଶ୍ଚିମବଙ୍ଗରେ ଆଜି ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ସମସ୍ତଙ୍କ ନଜର ଆଜିର ମତଦାନ ଉପରେ। ଆଜି ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବଂ ତାଙ୍କର ଘନିଷ୍ଠ ଶୁଭେନ୍ଦୁ ଅଧିକାରୀଙ୍କ ଭାଗ୍ୟ ବନ୍ଦୀ ହେବ ଭୋଟ ବାକ୍ସରେ। ଦେଖନ୍ତୁ, ନିର୍ବାଚନୀ ଖବରର କିଛି ଝଲକ ଫଟୋରେ…

ଫଟୋରେ ଖବର: ପଶ୍ଚିମବଙ୍ଗରେ ୨ୟ ପର୍ଯ୍ୟାୟ ମତଦାନର କିଛି ଝଲକ....

election-11

Advertisment

ପଶ୍ଚିମବଙ୍ଗରେ ଆଜି ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ସମସ୍ତଙ୍କ ନଜର ଆଜିର ମତଦାନ ଉପରେ। ଆଜି ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବଂ ତାଙ୍କର ଘନିଷ୍ଠ ଶୁଭେନ୍ଦୁ ଅଧିକାରୀଙ୍କ ଭାଗ୍ୟ ବନ୍ଦୀ ହେବ ଭୋଟ ବାକ୍ସରେ।

Advertisment

ଦେଖନ୍ତୁ, ନିର୍ବାଚନୀ ଖବରର କିଛି ଝଲକ ଫଟୋରେ...

[caption id="attachment_255857" align="alignnone" width="976"]publive-image ନନ୍ଦିଗ୍ରାମରେ ଭୋଟ ଦେବା ପାଇଁ ଆସିଥିବା ଜଣେ ଦିବ୍ୟାଙ୍ଗଙ୍କୁ ଥର୍ମାଲ ସ୍କ୍ରିନିଂ ପରେ ଟେକି ଟେକି ନେଉଛନ୍ତି ସମ୍ପର୍କୀୟ[/caption]

[caption id="attachment_255862" align="aligncenter" width="1013"]publive-image ନନ୍ଦିଗ୍ରାମ: ଜଣେ ଭୋଟର ମତଦାନ କରି ସାରିବା ପରେ ହାତରେ ଲାଗିଥିବା କାଳି ଚିହ୍ନ ଦେଖାଉଛନ୍ତି[/caption]

Advertisment

[caption id="attachment_255865" align="alignnone" width="984"]publive-image ନନ୍ଦିଗ୍ରାମ: ମତଦାନ ପାଇଁ ଧାଡ଼ିରେ ଠିଆ ହୋଇଛନ୍ତି ଭୋଟର[/caption]

[caption id="attachment_255863" align="alignnone" width="1039"]publive-image ନନ୍ଦିଗ୍ରାମ: ମତଦାନ ପାଇଁ ଧାଡ଼ିରେ ଠିଆ ହୋଇଛନ୍ତି ଭୋଟର[/caption]

Advertisment

[caption id="attachment_255860" align="alignnone" width="832"]publive-image ନଦିଆ: ଶାନ୍ତିପୁରରେ ପ୍ରି-ପୋଲ କ୍ୟାମ୍ପେନ ସମୟରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ସରକାର[/caption]

[caption id="attachment_255856" align="alignnone" width="984"]publive-image ନନ୍ଦିଗ୍ରାମ: ମତଦାନ ପାଇଁ ଆସିଥିବା ମହିଳା ସେମାନଙ୍କର ଆଇକାର୍ଡ ଦେଖାଉଛନ୍ତି[/caption]

West Bengal Election 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ