Advertisment

ପୁଣି ଘୁଞ୍ଚିଲା ମାଲ୍ୟାଙ୍କ ଶୁଣାଣି; କୁଆଡ଼େ ଗଲା ଦସ୍ତାବିଜ‌ ?

ନୂଆଦିଲ୍ଲୀ: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପୁନର୍ବିଚାର ଆବେଦନ ଉପରେ ଶୁଣାଣି ଅଗଷ୍ଟ ୨୦ ପାଇଁ ଟଳି ଯାଇଛି। କୋର୍ଟଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। କାରଣ ଶୁଣାଣି ବେଳେ ତାଙ୍କ ଫାଇଲ୍‌ରୁ ଏକ ଦସ୍ତାବିଜ ଉପଲବ୍ଧ ହୋଇ ନ ପାରିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି କୋର୍ଟ। ୨୦୧୭ରେ ସୁପ୍ରିମକୋର୍ଟର ଅବମାନନା କରିଥିବା ଅଭିଯୋଗରେ ମାଲ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ମାଲ୍ୟା ସୁପ୍ରିମ୍‌କୋର୍ଟ ବିରୋଧରେ ଯାଇ ତାଙ୍କର ସମ୍ପତ୍ତି ନିଜ ପରିବାର ଲୋକଙ୍କ ନାଁକୁ ଟ୍ରାନ୍ସଫର କରି […]

ଅଦ୍ୟତନ ହୋଇଛି
ପୁଣି ଘୁଞ୍ଚିଲା ମାଲ୍ୟାଙ୍କ ଶୁଣାଣି; କୁଆଡ଼େ ଗଲା ଦସ୍ତାବିଜ‌ ?

,----

Advertisment

ନୂଆଦିଲ୍ଲୀ: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପୁନର୍ବିଚାର ଆବେଦନ ଉପରେ ଶୁଣାଣି ଅଗଷ୍ଟ ୨୦ ପାଇଁ ଟଳି ଯାଇଛି। କୋର୍ଟଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। କାରଣ ଶୁଣାଣି ବେଳେ ତାଙ୍କ ଫାଇଲ୍‌ରୁ ଏକ ଦସ୍ତାବିଜ ଉପଲବ୍ଧ ହୋଇ ନ ପାରିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି କୋର୍ଟ।

Advertisment

୨୦୧୭ରେ ସୁପ୍ରିମକୋର୍ଟର ଅବମାନନା କରିଥିବା ଅଭିଯୋଗରେ ମାଲ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ମାଲ୍ୟା ସୁପ୍ରିମ୍‌କୋର୍ଟ ବିରୋଧରେ ଯାଇ ତାଙ୍କର ସମ୍ପତ୍ତି ନିଜ ପରିବାର ଲୋକଙ୍କ ନାଁକୁ ଟ୍ରାନ୍ସଫର କରି ଦେଇଥିଲେ ମାଲ୍ୟା। ଏ ସଂକ୍ରାନ୍ତ ଦସ୍ତାବିଜ ଶୁଣାଣି ହୋଇପାରିନଥିଲା। ଏଥିପାଇଁ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ।

ସୂଚନା ଥାଉ କି, ୩ ବର୍ଷ ପୂର୍ବେ ମାଲ୍ୟା ପୁନର୍ବିଚାର ମାମଲା ଦାଏର କରିଥିଲେ। ଏହି ଆବେଦନର ଆଜି ଶୁଣାଣି ହେବାର ଥିଲା। ଗତ ମାସରେ ବିଜୟ ମାଲ୍ୟାଙ୍କ କେସ୍ ଶୁଣାଣି ପାଇଁ ବିଳମ୍ବରେ ଲିଷ୍ଟ ହେବାରୁ ରେଜିଷ୍ଟ୍ରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ତା ସହିତ ମାମଲାରେ ଭେଦଭାବ କରୁଥିବା କହି ଜଣେ ଓକିଲଙ୍କୁ ତାଗିଦ୍ କରିଥିଲେ କୋର୍ଟ। ବିଜୟ ମାଲ୍ୟ ବର୍ତ୍ତମାନ ବ୍ରିଟେନ୍‌ରେ ରହିଛନ୍ତି। ତାଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସରକାର ଅନେକ ଚେଷ୍ଟା ଚଳାଇଛନ୍ତି।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ