Advertisment

ପ୍ରିୟଙ୍କାଙ୍କ ଫୋକସ୍‌ରେ ଉତ୍ତର ପ୍ରଦେଶ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପ୍ରଚାର ଅଭିଯାନ ଜାରି ରଖିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା। ଆଜି ସେ ଆମେଥିରେ କଂଗ୍ରେସ ସମର୍ଥକ ଓ ଜନତାଙ୍କୁ ଭେଟିଥିଲେ। ସେଠାରେ ପ୍ରିୟଙ୍କାଙ୍କୁ ଦଳୀୟ କର୍ମୀଙ୍କ ସମେତ ସାଧାରଣ ଜନତା ଭବ୍ୟ ସ୍ୱାଗତ କରିଛନ୍ତି। ଏହାପରେ ସେ ଅଯୋଧ୍ୟା ଗସ୍ତରେ ଅଛନ୍ତି। ଗତ ଦୁଇ ଦିନ ଧରି ୟୁପିରେ ଡେରା ପକାଇଛନ୍ତି ପ୍ରିୟଙ୍କା। କେବଳ ଲୋକସଭା ନିର୍ବାଚନ ନୁହେଁ, ୟୁପିର ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ସେ କର୍ମୀଙ୍କୁ […]

ପ୍ରିୟଙ୍କାଙ୍କ ଫୋକସ୍‌ରେ ଉତ୍ତର ପ୍ରଦେଶ

Priyanka-Gandhi

Advertisment

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପ୍ରଚାର ଅଭିଯାନ ଜାରି ରଖିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା। ଆଜି ସେ ଆମେଥିରେ କଂଗ୍ରେସ ସମର୍ଥକ ଓ ଜନତାଙ୍କୁ ଭେଟିଥିଲେ। ସେଠାରେ ପ୍ରିୟଙ୍କାଙ୍କୁ ଦଳୀୟ କର୍ମୀଙ୍କ ସମେତ ସାଧାରଣ ଜନତା ଭବ୍ୟ ସ୍ୱାଗତ କରିଛନ୍ତି। ଏହାପରେ ସେ ଅଯୋଧ୍ୟା ଗସ୍ତରେ ଅଛନ୍ତି। ଗତ ଦୁଇ ଦିନ ଧରି ୟୁପିରେ ଡେରା ପକାଇଛନ୍ତି ପ୍ରିୟଙ୍କା। କେବଳ ଲୋକସଭା ନିର୍ବାଚନ ନୁହେଁ, ୟୁପିର ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ସେ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହାର ଅର୍ଥ ଆଗକୁ ମଧ୍ୟ କଂଗ୍ରେସର ବଡ଼ ଯୋଜନା ଅଛି। କର୍ମୀଙ୍କ ସହିତ କଥା ହେବା ବେଳେ ୨୦୨୨ ଲଢ଼େଇ ପାଇଁ ମଧ୍ୟ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ