667384-urmilamatondkar-040218
Advertisment
ନୂଆଦିଲ୍ଲୀ: ନିକଟରେ କଂଗ୍ରେସରେ ସାମିଲ୍ ହୋଇଥିବା ବଲିଉଡ ଅଭେନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କୁ ଲୋକସଭା ପ୍ରାର୍ଥୀ କରିଛି ଦଳ। ମୁମ୍ବାଇ ଉତ୍ତରରୁ କଂଗ୍ରେସ ତାଙ୍କୁ ଲୋକସଭା ପ୍ରାର୍ଥୀ କରିଛି। ଏବେ ଉର୍ମିଳାଙ୍କ ରାଜନୈତିକ ଲଢ଼େଇ ବିଜେପିର ଗୋପାଲ ସେଟ୍ଟିଙ୍କ ସହ ହେବ। କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ କଂଗ୍ରେସରେ ସାମିଲ୍ ହୋଇଛନ୍ତି, ବାକ୍ ସ୍ୱାଧୀନତା କଥା କହି ବିଜେପିକୁ ଟାର୍ଗେଟ୍ କରିଥିଲେ ଉର୍ମିଳା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/667384-urmilamatondkar-040218_1626759404.jpg)