Advertisment

ଜମ୍ମୁ କଶ୍ମୀରରେ ଗୁଳିବିନିମୟ: ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ଶୋପିଆନ ଜିଲ୍ଲାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। #UPDATE Jammu & Kashmir: Two terrorists neutralized in encounter between security forces and terrorists in Hind Sita Pora area of Shopian district. Weapons and huge cache of ammunition recovered. Operation still underway. https://t.co/raIdGqp5dC — ANI (@ANI) 12 […]

author-image
Rosalin Rath
ଜମ୍ମୁ କଶ୍ମୀରରେ ଗୁଳିବିନିମୟ: ଦୁଇ ଆତଙ୍କବାଦୀ ନିହତ

terrorist

ଶ୍ରୀନଗର: ଜମ୍ମୁ କଶ୍ମୀରର ଶୋପିଆନ ଜିଲ୍ଲାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

Advertisment

ଶୋପିଆନର ଜିଲ୍ଲାର ହିନ୍ଦ୍ ସୀତା ପୋରାରେ ଏହି ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି। ନିହତ ଆତଙ୍କବାଦୀଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଏଥିସହ ମୋବାଇଲ୍‌ ଇଣ୍ଟରନେଟ୍ ସେବା ଉପରେ ସାମୟିକ ଭାବେ ରୋକ ଲଗାଯାଇଥିବା ସୂଚନା ମିଳିଛି।

Advertisment
Advertisment
Advertisment