/odishatv-khabar/media/post_attachments/uploadimage/library/16_9/16_9_0/pm-modi_1625932010.jpg)
pm modi....
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଆଜି ହେଉଛି ଆଜି ଫଇସଲାର ଦିନ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବାକୁ ଥିବାବେଳେ ନିର୍ବାଚନ ଫଳାଫଳକୁ ନେଇ ସବୁ ଦଳର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି।
ତେବେ ଫଳାଫଳଆସିବାପୂର୍ବରୁଆସନ୍ତୁ ଜାଣିବା- ଯଦିଏପରିହୁଏ, ଯଦିସେପରିହୁଏ-ଏମିତିକିଛିସମ୍ଭାବନା, ସମୀକରଣଉପରେ।
ବିଜେପିରମ୍ୟାଜିକ୍ମ୍ୟାନ୍ କୁହାଯାଉଥିବା ପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦିଙ୍କପାଇଁଆଜି ଅଗ୍ନି ପରୀକ୍ଷାରଦିନ।ଆଜିରଫଳାଫଳରୁବିଜେପିଯଦିଲୋକସଭା ଆସନରେ ମ୍ୟାଜିକ୍ନମ୍ବରଛୁଏଁ, ତା’ହେଲେପ୍ରଧାନମନ୍ତ୍ରୀମୋଦି ପୁଣି ଥରେ ପୂର୍ଣ୍ଣସଂଖ୍ୟା ଗରିଷ୍ଠତା ସମର୍ଥନରେ ଦେଶରେ ସରକାରଗଢ଼ିବେ।ଏଭଳିହେଲେସାରାଦେଶରେମୋଦିଙ୍କଯାଦୁ, ଜାତୀୟରାଜନୀତିରେମୋଦିଙ୍କପ୍ରତିଷ୍ଠାଆହୁରିବଢ଼ିବ।ସେହିପରି ଦଳରେ ମୋଦିଙ୍କ ପତିଆରା ମଧ୍ୟ ଆହୁରି ମଜବୁତ୍ ହେବ।
ଅନ୍ୟପକ୍ଷେ, ଏହା ମଧ୍ୟଗ୍ରହଣକରିନେବାକୁହେବଯେସର୍ଜିକାଲ୍ଷ୍ଟ୍ରାଇକ୍ହେଉକିରାଫେଲ୍,ବିମୁଦ୍ରାକରଣହେଉକିଜିଏସ୍ଟି, ବିରୋଧୀଓସମାଲୋଚକମାନେଯେଉଁଯେଉଁପ୍ରସଙ୍ଗକୁନେଇମୋଦିଙ୍କୁଘେରୁଥିଲେ, ହୋହଲ୍ଲାକରୁଥିଲେ, ସେସବୁପ୍ରସଙ୍ଗକୁଜନତାବିଶ୍ୱାସକୁନେଇନାହାନ୍ତି, କିମ୍ବାତାହାଭୋଟର୍ଙ୍କୁପ୍ରଭାବିତକରିନି।ବରଂଆର୍ଥିକସଂସ୍କାରଠୁନେଇଦେଶସୁରକ୍ଷାଭଳିବିଭିନ୍ନପ୍ରସଙ୍ଗରେଜନତାମୋଦିଙ୍କସପକ୍ଷରେଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)