Advertisment

ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁଙ୍କ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲାରେ ଅନେକ ଲୋକ ନାଁ ସାମ୍ନାକୁ ଆସିଥିଲା। ସେଥିରେ ବଲିଉଡ୍ ଅଭିନେତା ସୁରଜ ପଞ୍ଚୋଲିଙ୍କ ନାଁ ମଧ୍ୟ ସାମିଲ୍ ଥିଲା। ଦିଶାଙ୍କର ମୃତ୍ୟୁରେ ସୁରଜଙ୍କର ହାତ ଥିବା ନେଇ ଅନେକ ଖବର ପ୍ରକାଶ ପାଇବା ପରେ ଏବେ ଏନେଇ ଥାନାରେ ମାମଲା କରିଛନ୍ତି ସୁରଜ ପଞ୍ଚୋଲି। ଯେଉଁମାନେ ତାଙ୍କ ନାଁକୁ ଦିଶାଙ୍କ ମୃତ୍ୟୁ ମାମଲାରେ ଯୋଡ଼ିଛନ୍ତି, ସେମାନଙ୍କ ନାଁରେ ଥାନାରେ ମାମଲା କରିଛନ୍ତି ସୁରଜ। ଖବର […]

ଅଦ୍ୟତନ ହୋଇଛି
ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

suraj-pancholi

Advertisment

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁଙ୍କ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲାରେ ଅନେକ ଲୋକ ନାଁ ସାମ୍ନାକୁ ଆସିଥିଲା। ସେଥିରେ ବଲିଉଡ୍ ଅଭିନେତା ସୁରଜ ପଞ୍ଚୋଲିଙ୍କ ନାଁ ମଧ୍ୟ ସାମିଲ୍ ଥିଲା। ଦିଶାଙ୍କର ମୃତ୍ୟୁରେ ସୁରଜଙ୍କର ହାତ ଥିବା ନେଇ ଅନେକ ଖବର ପ୍ରକାଶ ପାଇବା ପରେ ଏବେ ଏନେଇ ଥାନାରେ ମାମଲା କରିଛନ୍ତି ସୁରଜ ପଞ୍ଚୋଲି।

Advertisment

ଯେଉଁମାନେ ତାଙ୍କ ନାଁକୁ ଦିଶାଙ୍କ ମୃତ୍ୟୁ ମାମଲାରେ ଯୋଡ଼ିଛନ୍ତି, ସେମାନଙ୍କ ନାଁରେ ଥାନାରେ ମାମଲା କରିଛନ୍ତି ସୁରଜ। ଖବର ଅନୁସାରେ, ସୋସିଆଲ୍ ମିଡିଆରେ କିଛି ସଫଳ ୟୁଟ୍ୟୁବର୍ସ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ଏହି ମାମଲା କରିଛନ୍ତି ସୁରଜ। ମିଥ୍ୟା ଖବର ପରିବେଷଣ ନେଇ ଥାନାରେ ମାମଲା ହୋଇଛି।

ସୁରଜଙ୍କ ଅଭିଯୋଗ ଅନୁସାରେ, ଏହିଭଳି ମିଛ ଖବର ପରିବେଷଣ କରୁଥିବା ଲୋକମାନଙ୍କ ବିଷୟରେ ମେଣ୍ଟାଲ ହାରାସମେଣ୍ଟ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ଅଗଷ୍ଟ ୧୦ ତାରିଖରେ ଥାନାରେ ମାମଲା କରିଛନ୍ତି ସୁରଜ। କିନ୍ତୁ ତାଙ୍କୁ ଏ ବିଷୟରେ ପଚାରିବାରୁ ସେ କିଛି କହିନଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ