Advertisment

ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିଲା ବିଶ୍ୱର ସର୍ବବୃହତ ବିମାନ

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ବିମାନ ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିଛି। ଆମେରିକାର କାଲିଫର୍ଣ୍ଣିଆରୁ ଏହି ବିମାନ ଯାତ୍ରା ଆରମ୍ଭ କରି ମୋଜାବେ ମରୁଭୂମି ଉପରେ ଉଡ଼ିଥିଲା। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଏହା ଉଡ଼ାଣ କରିଥିଲା। ଉଡ଼ାଣ ବେଳେ ଏହାର ବେଗ ଘଣ୍ଟାପ୍ରତି ୩୦୪ କିଲୋମିଟର ଥିଲା। ବିମାନଟି ପ୍ରାୟ ୧୭ହଜାର ଫୁଟ୍‌ ଉଚ୍ଚତାରେ ମଧ୍ୟ ଉଡ଼ାଣ କରିଥିଲା। ଫୁଟ୍‌ବଲ ପଡ଼ିଆର ଲମ୍ବଠାରୁ ଏହି ବିମାନର ଚଉଡ଼ା ଅଧିକ ରହିଛି। ବିମାନର ୱିଙ୍ଗ୍ ସ୍ପାନ […]

author-image
Sangita Sahu
ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିଲା ବିଶ୍ୱର ସର୍ବବୃହତ ବିମାନ

plane1

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ବିମାନ ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିଛି। ଆମେରିକାର କାଲିଫର୍ଣ୍ଣିଆରୁ ଏହି ବିମାନ ଯାତ୍ରା ଆରମ୍ଭ କରି ମୋଜାବେ ମରୁଭୂମି ଉପରେ ଉଡ଼ିଥିଲା। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଏହା ଉଡ଼ାଣ କରିଥିଲା।

Advertisment

ଉଡ଼ାଣ ବେଳେ ଏହାର ବେଗ ଘଣ୍ଟାପ୍ରତି ୩୦୪ କିଲୋମିଟର ଥିଲା। ବିମାନଟି ପ୍ରାୟ ୧୭ହଜାର ଫୁଟ୍‌ ଉଚ୍ଚତାରେ ମଧ୍ୟ ଉଡ଼ାଣ କରିଥିଲା।

publive-imageଫୁଟ୍‌ବଲ ପଡ଼ିଆର ଲମ୍ବଠାରୁ ଏହି ବିମାନର ଚଉଡ଼ା ଅଧିକ ରହିଛି। ବିମାନର ୱିଙ୍ଗ୍ ସ୍ପାନ ୧୧୭ମିଟର ରହିଛି। ଏହା ଏୟାରବସ୍ A 380 ଠାରୁ ପ୍ରାୟ ଦେଢଗୁଣ ଅଧିକ ଚଉଡ଼ା।

Advertisment

publive-imageଏହି ବିମାନ ସହ ରକେଟ ସଲଗ୍ନ କରାଯାଇ ଉଡ଼ାଣ ସହ ମହାକାଶକୁ ଉପଗ୍ରହ ପ୍ରେରଣ କରାଯାଇପାରିବାର ବ୍ୟବସ୍ଥା ରହିଛି।

Advertisment
Advertisment