delhi
Advertisment
ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ସେୟାର ବଜାର ରେକର୍ଡ ସୃଷ୍ଟି କରିଛି। ଆଜି ସେନ୍ସେକ୍ସ ୩୯ ହଜାର ପଏଣ୍ଟରେ ପହଞ୍ଚି ସର୍ବକାଳୀନ ରେକର୍ଡ କରିଛି।
Advertisment
କାରବାର ଆରମ୍ଭରୁ ସେନ୍ସେକ୍ସ ୩ ଶହରୁ ଅଧିକ ପଏଣ୍ଟ ବୃଦ୍ଧି ପାଇଛି। ଏହା ସହିତ ୩୯ ହଜାର ପଏଣ୍ଟ ପାର୍ କରିଛି। ସେହିପରି ନିଫ୍ଟି ମଧ୍ୟ ବୃଦ୍ଧି ପାଇ ୧୧ ହଜାର ୭ ଶହ ପଏଣ୍ଟ ଛୁଇଁଛି।
ଗତ ବର୍ଷ ସେପ୍ଟେମ୍ବର ପରେ ପ୍ରଥମ ଥର ପାଇଁ ନିଫ୍ଟି ୧୧ ହଜାର ୭ ଶହ ପଏଣ୍ଟ ଛୁଇଁଛି। ବିଶେଷ କରି ମେଟାର୍, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଅଟୋ ସେକ୍ଟର ଓ କ୍ୟାପିଟାଲ ଗୁଡସ୍ ସେୟାରରେ ବୃଦ୍ଧି ହୋଇଛି। FII ବୃଦ୍ଧି ପାଇଥିବାରୁ ଏହାର ସକାରାତ୍ମକ ପ୍ରଭାବ ମାର୍କେଟରେ ପଡ଼ିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/delhi-1_1626759569.jpg)