Advertisment

ଟିକା ସଂପର୍କରେ କେନ୍ଦ୍ର ସରକାରଙ୍କୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଟିକା ସଂପର୍କରେ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ। ଟିକା ପରିଚାଳନା ସଂପର୍କରେ ଜାଣିବାକୁ ନିଜ ଆଡୁ ସୁପ୍ରିମକୋର୍ଟ ଉଦ୍ୟମ କରିଛନ୍ତି। ସମସ୍ତ ୩ଟି ଟିକାର ସଂପୂର୍ଣ୍ଣ କ୍ରୟ ଇତିହାସ ଜାଣିବାକୁ କୋର୍ଟ ଚାହିଁଛନ୍ତି। କେଉଁ ଟିକା କେତେ କିଣାଯାଇଛି…

ଅଦ୍ୟତନ ହୋଇଛି
ଟିକା ସଂପର୍କରେ କେନ୍ଦ୍ର ସରକାରଙ୍କୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

sc

Advertisment

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଟିକା ସଂପର୍କରେ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ। ଟିକା ପରିଚାଳନା ସଂପର୍କରେ ଜାଣିବାକୁ ନିଜ ଆଡୁ ସୁପ୍ରିମକୋର୍ଟ ଉଦ୍ୟମ କରିଛନ୍ତି। ସମସ୍ତ ୩ଟି ଟିକାର ସଂପୂର୍ଣ୍ଣ କ୍ରୟ ଇତିହାସ ଜାଣିବାକୁ କୋର୍ଟ ଚାହିଁଛନ୍ତି। କେଉଁ ଟିକା କେତେ କିଣାଯାଇଛି ଓ କେତେ ଅର୍ଡର ହୋଇଛି ଜାଣିବାକୁ ଚାହିଁଲେ। କେଉଁ ତାରିଖରେ କେତେ ଟିକା ଅର୍ଡର ହୋଇଛି ଓ କେବେ ମିଳିବ ତଥ୍ୟ ମାଗିଛନ୍ତି। ବାକି ଥିବା ଲୋକଙ୍କୁ କେବେ ସୁଦ୍ଧା ଟିକା ମିଳିବ, ସେ କଥା ବି ଜାଣିବାକୁ ଚାହିଁଛନ୍ତି। ମ୍ୟୁକରମାଇକୋସିସ୍ ସଂପର୍କରେ ମଧ୍ୟ ସୁପ୍ରିମକୋର୍ଟ ତଥ୍ୟ ମାଗିଛନ୍ତି।

Advertisment
Corona Vaccination News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ