/odishatv-khabar/media/post_attachments/uploadimage/library/16_9/16_9_0/modi-7_1626339008.jpg)
modi-7
ନୂଆଦିଲ୍ଲୀ: ‘ମେଁ ଭି ଚୌକିଦାର’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଆଜି ୨୫ ଲକ୍ଷ ଚୌକିଦାରଙ୍କ ସହ କଥା ହେବେ। ମୋଦି ଅପରାହ୍ଣ ୪ଟା ୩୦ରେ ଅଡିଓ ବ୍ରିଜ ମାଧ୍ୟମରେ କଥା ହେବେ। ହୋଲି ଅବସରରେ ପ୍ରଧାନମନ୍ତ୍ରୀ ‘ମେଁ ଭି ଚୌକିଦାର’ କାର୍ଯ୍ୟକ୍ରମ ମାଧ୍ୟମରେ ମତ ବିନିମୟ କରିବେ।
Advertisment
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମେଁ ଭି ଚୌକିଦାର’ କ୍ୟାମ୍ପେନକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଘରେ ଘରେ ପ୍ରଧାନମନ୍ତ୍ରୀଙ୍କ କଥାକୁ ପହଞ୍ଚାଇବା ପାଇଁ ବିଜେପି ପ୍ରସ୍ତୁତ କରିଛି ଏହି ରଣନୀତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)