/odishatv-khabar/media/post_attachments/uploadimage/library/16_9/16_9_0/anganwadi-up_1626762286.jpg)
anganwadi-up
ନୂଆଦିଲ୍ଲୀ : ଅଙ୍ଗନବାଡ଼ି କର୍ମୀଙ୍କ ପାରିତୋଷିକ ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଏଣିକି ୩ ହଜାର ଟଙ୍କା ପାଉଥିବା କର୍ମୀ ପାଇବେ ୪୫୦୦ ଟଙ୍କା ପାରିତୋଷିକ। ୨୨ଶହ ଟଙ୍କା ପାଉଥିବା କର୍ମୀ ଏଣିକି ୩୫୦୦ ଟଙ୍କା ପାଇବେ।
Advertisment
ଅଙ୍ଗନବାଡ଼ି ହେଲପରମାନଙ୍କ ଦରମା ମଧ୍ୟ ବୃଦ୍ଧି ହୋଇଛି। ହେଲପରମାନେ ୧୫ଶହ ପାଉଥିଲେ, ଏଣିକି ୨୨୫୦ ପାଇବେ ବୋଲି ଘୋଷଣା ହୋଇଛି। ଅାଶା କର୍ମୀଙ୍କ ପାରିତୋଷିକ ବି ୨ ଗୁଣା ହେବ ବୋଲି ଘୋଷଣା ହୋଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)