Advertisment

ମାତିଛନ୍ତି ପିଆଜ ଚୋର

ସୁରତ : ସୁନା ଠାରୁ ଏବେ ମୂଲ୍ୟବାନ ହେବାରେ ଲାଗିଛି ପିଆଜ।  ଘର ଠାରୁ ହୋଟେଲ୍‌ ସବୁଠି ଉଭାନ ହୋଇଯାଇଛି । ପିଆଜ ଦର ସାରା ଦେଶରେ ସେଞ୍ଚୁରୀ ପାର୍ କରିଛି । ବର୍ଦ୍ଧିତ ଦରରେ ପିଆଜ କିଣିବାକୁ ଲୋକେ ଅମଙ୍ଗ ହେଉଛନ୍ତି । ଆଉ ଏଭଳି ସମୟରେ ସୁରତରୁ ଆସିଛି ପିଆଜ ଚୋରିର ଖବର । ଲୁଟେରାମାନେ ସୁରତର ଏକ ବଜାରରୁ ରାତି ଅଧରେ ଜଣେ ବ୍ୟବସାୟୀଙ୍କ ଦୋକାନରୁ ୨୫୦ କିଲୋଗ୍ରାମର ପିଆଜ ଚୋରି ନେଇଛନ୍ତି […]

author-image
Pradesh Pratyush
ମାତିଛନ୍ତି ପିଆଜ ଚୋର

onion stolen

ସୁରତ : ସୁନା ଠାରୁ ଏବେ ମୂଲ୍ୟବାନ ହେବାରେ ଲାଗିଛି ପିଆଜ।  ଘର ଠାରୁ ହୋଟେଲ୍‌ ସବୁଠି ଉଭାନ ହୋଇଯାଇଛି । ପିଆଜ ଦର ସାରା ଦେଶରେ ସେଞ୍ଚୁରୀ ପାର୍ କରିଛି । ବର୍ଦ୍ଧିତ ଦରରେ ପିଆଜ କିଣିବାକୁ ଲୋକେ ଅମଙ୍ଗ ହେଉଛନ୍ତି ।

Advertisment

ଆଉ ଏଭଳି ସମୟରେ ସୁରତରୁ ଆସିଛି ପିଆଜ ଚୋରିର ଖବର । ଲୁଟେରାମାନେ ସୁରତର ଏକ ବଜାରରୁ ରାତି ଅଧରେ ଜଣେ ବ୍ୟବସାୟୀଙ୍କ ଦୋକାନରୁ ୨୫୦ କିଲୋଗ୍ରାମର ପିଆଜ ଚୋରି ନେଇଛନ୍ତି । ଚୋରି ପିଆଜର ଆନୁମାନିକ ମୂଲ୍ୟ ୧୮ହଜାରରୁ ଅଧିକ ହେବ ବୋଲି ଜଣାପଡ଼ିଛି।

ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ ।

Advertisment
Advertisment