Advertisment

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଳେବେଳେ ଏଭଳି ଫଟୋ ଭାଇରାଲ ହୋଇଯାଏ, ଯାହାକୁ ଦେଖି ୟୁଜରମାନେ ଖୁସି ହୋଇଯାଆନ୍ତି। ଏନେଇ ଏକ ବର୍ଷ ଶିଶୁର ଏପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶିଶୁଟି ଘର ଚଟିଆ ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି। My son one year old, feeding sparrows and watching them feed, hope the curiosity will stay with him 4ever, at least 20 sparrows 2 […]

author-image
Mahasweta Baral
ଅଦ୍ୟତନ ହୋଇଛି
ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

baby333

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଳେବେଳେ ଏଭଳି ଫଟୋ ଭାଇରାଲ ହୋଇଯାଏ, ଯାହାକୁ ଦେଖି ୟୁଜରମାନେ ଖୁସି ହୋଇଯାଆନ୍ତି। ଏନେଇ ଏକ ବର୍ଷ ଶିଶୁର ଏପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶିଶୁଟି ଘର ଚଟିଆ ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି।

Advertisment

ଖବର ଅନୁଯାୟୀ, ବନ ଅଧିକାରୀ ସଞ୍ଜୀବ ନିଜ ଟ୍ୱିଟର ହ୍ୟାଣ୍ଡେଲ ଶିଶୁର ଫଟୋଗୁଡ଼ିକୁ ଶେୟାର କରିଛନ୍ତି। କୌତୁହଳ ବିଷୟ, ଏହି ଶିଶୁଟି ହେଉଛି ତାଙ୍କରି ପୁଅ। ସେ କ୍ୟାପସନରେ ଲେଖିଛନ୍ତି,‘ ମୋର ଏକ ବର୍ଷର ପୁଅ, ଘର ଚଟିଆମାନଙ୍କୁ ସେ ଖାଇବାକୁ ଦେଉଛି।’

Advertisment

publive-image

ଫଟୋରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ପିଲାଟି ପଲିଥିନରେ କିଛି ନେଉଛି।  ସେ ଏକ ପାର୍କରେ କିଛି ଘର ଚଟିଆ ଚଢ଼େଇକୁ ଖାଇବାକୁ ଦେଉଛି। ଅନେକ ଘର ଚଟିଆ ଦାନ ଖାଉଥିବାର ମଧ୍ୟ ଦେଖିବାକୁ ମିଳୁଛି।चिड़ियों को दाना चुगाते दिखा एक साल का बच्चा, तस्वीरें वायरल

ପିଲାଟିର ଏଭଳି କାର୍ଯ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। କିଛି ଲୋକ ସେହି ଶିଶୁକୁ ପ୍ରଶଂସା ମଧ୍ୟ କରୁଛନ୍ତି। ଆଉ କିଛି ଲୋକ ଶିଶୁର ଏଭଳି ସଂସ୍କାର ପାଇଁ ତାଙ୍କ ମାତା ପିତାଙ୍କୁ ମଧ୍ୟ ପ୍ରଶଂସା କରୁଛନ୍ତି।चिड़ियों को दाना चुगाते दिखा एक साल का बच्चा, तस्वीरें वायरल

ଏହି ଫଟୋକୁ ସୋସିଆଲ ମିଡିଆର ୟୁଜରମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଏହି ଫଟୋଟି ଜୋରରେ ଭାଇରାଲ ହେବାରେ ଲାଗିଛି।

चिड़ियों को दाना चुगाते दिखा एक साल का बच्चा, तस्वीरें वायरल

Advertisment
Advertisment