Advertisment

୪ ଦୋଷୀଙ୍କୁ ଶୀଘ୍ର ଫାଶି ଆବେଦନର ଶୁଣାଣି ଘୁଞ୍ଚାଇଲେ କୋର୍ଟ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରି ଜଣଙ୍କୁ ଶୀଘ୍ର ଫାଶି ଆବେଦନର ଶୁଣାଣି ଘୁଞ୍ଚାଇଲେ ଦିଲ୍ଲୀ ପଟିଆଲା ହାଉସ । କୋର୍ଟ  ଦୋଷୀମାନଙ୍କୁ ତୁରନ୍ତ ଫାଶି ଦେବାପାଇଁ ନିର୍ଭୟାଙ୍କ ପରିବାର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ।  ମାମଲାର ଶୁଣାଣି କରି ପଟିଆଲା ହାଉସ କୋର୍ଟ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍‌ର ରାୟ ଆସିବା ଯାଏଁ ଶୁଣାଣି ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୧୮ରେ ପଟିଆଲା ହାଉସ କୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ।  ୪ […]

author-image
Pradesh Pratyush
୪ ଦୋଷୀଙ୍କୁ ଶୀଘ୍ର ଫାଶି ଆବେଦନର ଶୁଣାଣି ଘୁଞ୍ଚାଇଲେ କୋର୍ଟ

nirbhaya

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରି ଜଣଙ୍କୁ ଶୀଘ୍ର ଫାଶି ଆବେଦନର ଶୁଣାଣି ଘୁଞ୍ଚାଇଲେ ଦିଲ୍ଲୀ ପଟିଆଲା ହାଉସ । କୋର୍ଟ  ଦୋଷୀମାନଙ୍କୁ ତୁରନ୍ତ ଫାଶି ଦେବାପାଇଁ ନିର୍ଭୟାଙ୍କ ପରିବାର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ।  ମାମଲାର ଶୁଣାଣି କରି ପଟିଆଲା ହାଉସ କୋର୍ଟ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍‌ର ରାୟ ଆସିବା ଯାଏଁ ଶୁଣାଣି ଘୁଞ୍ଚାଇ ଦେଇଛନ୍ତି।

Advertisment

ଆସନ୍ତା ୧୮ରେ ପଟିଆଲା ହାଉସ କୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ।  ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ସିଂ ପକ୍ଷରୁ ଦାୟର ହୋଇଥିବା ରାଜ କ୍ଷମା ଆବେଦନ ଉପରେ ଆସନ୍ତା ୧୭ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ସୁପ୍ରିମକୋର୍ଟରେ ରାୟ ଆସିବା ପରେ ୧୮ ତାରିଖରେ ପଟିଆଲା ହାଉସ କୋର୍ଟରେ ଫାଶୀ ପାଇଁ ଶୁଣାଣି ହେବ ।

Advertisment
Advertisment