Advertisment

ମାଆ ହେବାକୁ ଯାଉଛନ୍ତି ନେହା କକ୍କର...

ମାଆ ହେବେ ନେହା କକ୍କର। ଏହି ଖବର ସୋସିଆଲ ମିଡିଆରେ ଏବେ ଜୋରଦାର ଭାଇରାଲ ହେଲବାରେ ଲାଗିଛି। ତେବେ ଏହି ଘଟଣା ଜଣାପଡିବା ପରେ ପ୍ରଶଂସକମାନେ ମଂଧ୍ୟ ଆଶ୍ଚର୍ଯ୍ୟ ହୋଅଯାଇଛନ୍ତି। କାରଣ ବିବାହର ଏତେ କମ ଦିନ ମଧ୍ୟରେ ଏମିତି ଖୁସି ଖବର ନେହା ଦେବେ ବୋଲି କେହି ବିଶ୍ୱାସ କରିନଥିଲେ।

author-image
Sarbeswar
ମାଆ ହେବାକୁ ଯାଉଛନ୍ତି ନେହା କକ୍କର...

neha

ନୂଆଦିଲ୍ଲୀ: ମାଆ ହେବେ ନେହା କକ୍କର। ଏହି ଖବର ସୋସିଆଲ ମିଡିଆରେ ଏବେ ଜୋରଦାର ଭାଇରାଲ ହେଲବାରେ ଲାଗିଛି। ତେବେ ଏହି ଘଟଣା ଜଣାପଡିବା ପରେ ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ବିବାହର ଏତେ କମ ଦିନ ମଧ୍ୟରେ ଏମିତି ଖୁସି ଖବର ନେହା ଦେବେ ବୋଲି କେହି ବିଶ୍ୱାସ କରିନଥିଲେ। ଅକ୍ଟୋବର ମାସରେ ହିଁ ଗାୟକ ରୋହନପ୍ରୀତଙ୍କ ସହ ବିବାହ କରିଥିଲେ ନେହା। ତେବେ ବିବାହ ପରେ ହନିମୁନ୍ ପାଇଁ ଦୁବାଇ ଯାଇଥିଲେ ନେହା ଓ ରୋହନପ୍ରୀତ୍।

Advertisment

ତେବେ ମାଆ ଖବର ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । କହିବାକୁ ଗଲେ ନେହାଙ୍କ ଜୀବରେ ପୁଣି ଏକ ଖୁସି ଖବର ଆସିବାକୁ ଯାଉଛି ଯାହାକୁ ନେଇ ତାଙ୍କ ପରିବାର ସମେତ ପ୍ରଶଂସକ ମଧ୍ୟ ବେଶ ଖୁସି ଅଛନ୍ତି।

ସୋସିଆଲ ମିଡିଆରେ ନେହାଙ୍କ ଏକ ଫଟୋ ଭାଇରାଲ ହୋଇଛି, ଯେଉଁଥିରେ ପିଲା ସମ୍ପର୍କରେ ସୂଚନା ରହିଛି । ତେବେ ଆମେ ସମସ୍ତେ ଜାଣିଛନ୍ତି ଯେ, ବର୍ତମାନ ସମୟରେ ନେହା କକ୍କର Indian Idol ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଭଳି ପରିସ୍ଥିତିରେ, ତାଙ୍କ ମାଆ ହେବା ଶୋ’ର ସୁଟିଂ ଉପରେ କିପରି ପ୍ରଭାବ ପକାଇଥାଏ, ତାହା ଦେଖିବାକୁ ମିଳିବ |

Advertisment

ବର୍ତ୍ତମାନ ପାଇଁ, ସମସ୍ତେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ତେବେ ଆପଣ ଯଦି ନେହା-ରୋହନପ୍ରୀତଙ୍କ ପ୍ରେମ କାହାଣୀ ସମ୍ପର୍କରେ କହିବେ, ତେବେ ଏହା ବେଶୀ ଦିନର କାହାଣୀ ନୁହେଁ। ରୋହନପ୍ରୀତଙ୍କ ଅନୁଯାୟୀ, ନେହୁଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା ଯେତେବେଳେ ନେହୁ ଏକ ଗୀତ ଗାଉଥିଲେ। ତେବେ ବର୍ତମାନ ସମୟରେ ମାଆ ହେବା କଥା ତାଙ୍କ ପ୍ରଂଶସକଙ୍କ ମଧ୍ୟରୋ ଜୋରସୋରରେ ଚର୍ଚା ଚାଲିଛି।

Neha Kakkar Kissing Video Neha Kakkar Pregnancy Neha Kakkar Pregnant
Advertisment
Advertisment