/odishatv-khabar/media/post_attachments/uploadimage/library/16_9/16_9_0/miss_1625445048.jpg)
miss
ବେଙ୍ଗାଲୁରୁ: ସ୍ତ୍ରୀ ଆରପାରିରେ। ହେଲେ ସ୍ୱାମୀଙ୍କ ସ୍ମୃତିରେ ସବୁ ବେଳେ ଜୀବିତ । ସ୍ତ୍ରୀଙ୍କୁ ସବୁବେଳେ ନିଜ ପାଖରେ ରଖିବାକୁ ସ୍ୱାମୀଙ୍କ ପ୍ରୟାସ। ତାଙ୍କୁ ମନେ ରଖିବା ପାଇଁ ଘରେ ତିଆରି କଲେ ପ୍ରତିମୂର୍ତ୍ତି ।
Advertisment
/odishatv-khabar/media/post_attachments/thequint/2020-08/59e956e1-1093-478a-8d41-2c82b7b8b1d1/Screen_Shot_2020_08_11_at_11_26_38_am.png)
ଆପଣ ଦେଖୁଥିବା ଏହା ହେଉଛି ଏକ ପ୍ରତିମୂର୍ତ୍ତି । କର୍ଣ୍ଣାଟକ କୋପାଲର ଜଣେ ବ୍ୟବସାୟୀ ଶ୍ରୀନିବାସ ଗୁପ୍ତା ତାଙ୍କ ମୃତ ସ୍ତ୍ରୀଙ୍କ ମହମ ପ୍ରତିମୂର୍ତ୍ତି ନିର୍ମାଣ କରାଇଛନ୍ତି । ଅବିକଳ ତାଙ୍କ ସ୍ତ୍ରୀଙ୍କ ଭଳି ଦେଖାଯାଉଥିବା ପ୍ରତିମୂର୍ତ୍ତି ଘରେ ବନାଇଛନ୍ତି । ନୂଆ ଘର ତିଆରି କରିବା ସହ ସ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ରୁମ୍ ବି ନିର୍ମାଣ କରିଛନ୍ତି ।
/odishatv-khabar/media/post_attachments/wp-content/uploads/2020/08/bangulur.jpg)
ସେ ପସନ୍ଦ କରୁଥିବା କପଡ଼ା, ଗହଣା ବି ପ୍ରତିମୂର୍ତ୍ତିକୁ ପିନ୍ଧାଇଛନ୍ତି । ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ପ୍ରତିମୂର୍ତ୍ତି ସହ ଫଟୋ ବି ନେଇଛନ୍ତି । ଶ୍ରୀନିବାସଙ୍କ ପତ୍ନୀ ୨୦୧୭ ମସିହାରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)