Advertisment

ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ସାଧାରଣ ଓ ଭିଆଇପି ଭୋଟର

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭ଟି ଯାକ ଆସନରେ ଆଜି ମତଦାନ ଚାଲିଛି। ଗଣତନ୍ତ୍ରର ଏହି ମହାପର୍ବରେ ସାଧାରଣ ଓ ଭିଆଇପି ଭୋଟର ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି। ଆଜି ଭୋରରୁ ଭୋଟ୍ ଦେଇଛନ୍ତି ପୂର୍ବ ଦିଲ୍ଲୀରୁ ପ୍ରତିଦ୍ୱନ୍ଦିତା କରୁଥିବା ଗୌତମ ଗମ୍ଭୀର। ପୁରୁଣା ରାଜେନ୍ଦ୍ର ନଗରର ଏକ ବୁଥ୍‌କୁ ଯାଇ ସେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେହିଭଳି ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍‌ ବିରାଟ କୋହଲି ହରିୟାଣାର ଗୁରଗ୍ରାମର ଏକ ମତଦାନ କେନ୍ଦ୍ରରେ […]

author-image
Rosalin Rath
ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ସାଧାରଣ ଓ ଭିଆଇପି ଭୋଟର

9

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭ଟି ଯାକ ଆସନରେ ଆଜି ମତଦାନ ଚାଲିଛି। ଗଣତନ୍ତ୍ରର ଏହି ମହାପର୍ବରେ ସାଧାରଣ ଓ ଭିଆଇପି ଭୋଟର ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି।

Advertisment

ଆଜି ଭୋରରୁ ଭୋଟ୍ ଦେଇଛନ୍ତି ପୂର୍ବ ଦିଲ୍ଲୀରୁ ପ୍ରତିଦ୍ୱନ୍ଦିତା କରୁଥିବା ଗୌତମ ଗମ୍ଭୀର। ପୁରୁଣା ରାଜେନ୍ଦ୍ର ନଗରର ଏକ ବୁଥ୍‌କୁ ଯାଇ ସେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି।

publive-image

ସେହିଭଳି ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍‌ ବିରାଟ କୋହଲି ହରିୟାଣାର ଗୁରଗ୍ରାମର ଏକ ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେହିପରି ମଧ୍ୟପ୍ରଦେଶରେ ବିଜେପିର ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ଏବଂ କଂଗ୍ରେସର ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜନିଜ ମତଦାନ ସାବ୍ୟସ୍ତ କରିଛନ୍ତି।

Advertisment
Advertisment
Advertisment