Advertisment

ଦିନ ୧୨ଟା ସୁଦ୍ଧା ୨୫.୧୩ ପ୍ରତିଶତ ଭୋଟିଂ

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ହେଉଛି। ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ ଚାଲିଛି। ଦିନ ୧୨ଟା ସୁଦ୍ଧା ମୋଟ୍‌ ୨୫.୧୩ ପ୍ରତିଶତ ଭୋଟିଂ ହୋଇଛି। ପଶ୍ଚିମବଙ୍ଗରେ ୩୮.୨୬ ପ୍ରତିଶତ, ଦିଲ୍ଲୀରେ ୧୯.୫୫ ପ୍ରତିଶତ, ହରିୟାଣାରେ ୨୩.୨୬ ପ୍ରତିଶତ, ଉତ୍ତର ପ୍ରଦେଶରେ ୨୧.୭୫ ପ୍ରତିଶତ, ବିହାର ୨୦.୭, ଝାଡ଼ଖଣ୍ଡ ୩୧.୨୭ ଓ ମଧ୍ୟ ପ୍ରଦେଶ ୨୮.୨୫ ପ୍ରତିଶତ ମତଦାନ ହୋଇଛି।

author-image
Rosalin Rath
ଦିନ ୧୨ଟା ସୁଦ୍ଧା ୨୫.୧୩ ପ୍ରତିଶତ ଭୋଟିଂ

vote

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ହେଉଛି। ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ ଚାଲିଛି। ଦିନ ୧୨ଟା ସୁଦ୍ଧା ମୋଟ୍‌ ୨୫.୧୩ ପ୍ରତିଶତ ଭୋଟିଂ ହୋଇଛି।

Advertisment

ପଶ୍ଚିମବଙ୍ଗରେ ୩୮.୨୬ ପ୍ରତିଶତ, ଦିଲ୍ଲୀରେ ୧୯.୫୫ ପ୍ରତିଶତ, ହରିୟାଣାରେ ୨୩.୨୬ ପ୍ରତିଶତ, ଉତ୍ତର ପ୍ରଦେଶରେ ୨୧.୭୫ ପ୍ରତିଶତ, ବିହାର ୨୦.୭, ଝାଡ଼ଖଣ୍ଡ ୩୧.୨୭ ଓ ମଧ୍ୟ ପ୍ରଦେଶ ୨୮.୨୫ ପ୍ରତିଶତ ମତଦାନ ହୋଇଛି।

Advertisment
Advertisment