Advertisment

ନିଲାମ ହେବ ଆଇନଷ୍ଟାଇନ୍‌ଙ୍କ ୯୦ ବର୍ଷର ପୁରୁଣା ଚିଠି

ନୂଆଦିଲ୍ଲୀ: ଖ୍ୟାତିସମ୍ପନ୍ନ ଏହି ବୈଜ୍ଞାନିକଙ୍କ ୯୦ବର୍ଷର ପୁରୁଣା ଚିଠି ୧୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେବାକୁ ଯାଉଛି। ଏଥିପାଇଁ ନିଲାମର ପ୍ରକିୟା ମଧ୍ୟ ଆରମ୍ଭ ହୋଇ ସାରିଛି। ଜର୍ମାନୀର ପଦାର୍ଥ ବିଜ୍ଞାନୀ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ତାଙ୍କ ସହଯୋଗୀଙ୍କ ଚା’ ପିଇବାକୁ ଏହି ଚିଠିରେ ଆମନ୍ତ୍ରଣ କରିଛନ୍ତି। ଅନ୍‌ଲାଇନ୍‌ରେ ନିଲାମ କରିବାକୁ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ବୋଲି ଲଗାଇ ପାରିବେ। ଚିଠିରେ ଆଇନ୍‌ଷ୍ଟାଇନ୍‌ଙ୍କ ନିଜର ହସ୍ତାକ୍ଷର ରହିଛି। ସୂଚନା ମୁତାବକ, ସେହି ଚିଠିରେ ସେ ରିସାଇନ୍‌ବାଚ ଆଉ […]

author-image
Otv Khabar Bureau
ନିଲାମ ହେବ ଆଇନଷ୍ଟାଇନ୍‌ଙ୍କ ୯୦ ବର୍ଷର ପୁରୁଣା ଚିଠି

Einstein1

ନୂଆଦିଲ୍ଲୀ: ଖ୍ୟାତିସମ୍ପନ୍ନ ଏହି ବୈଜ୍ଞାନିକଙ୍କ ୯୦ବର୍ଷର ପୁରୁଣା ଚିଠି ୧୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେବାକୁ ଯାଉଛି। ଏଥିପାଇଁ ନିଲାମର ପ୍ରକିୟା ମଧ୍ୟ ଆରମ୍ଭ ହୋଇ ସାରିଛି।

Advertisment

ଜର୍ମାନୀର ପଦାର୍ଥ ବିଜ୍ଞାନୀ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ତାଙ୍କ ସହଯୋଗୀଙ୍କ ଚା’ ପିଇବାକୁ ଏହି ଚିଠିରେ ଆମନ୍ତ୍ରଣ କରିଛନ୍ତି। ଅନ୍‌ଲାଇନ୍‌ରେ ନିଲାମ କରିବାକୁ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ବୋଲି ଲଗାଇ ପାରିବେ।

ଚିଠିରେ ଆଇନ୍‌ଷ୍ଟାଇନ୍‌ଙ୍କ ନିଜର ହସ୍ତାକ୍ଷର ରହିଛି। ସୂଚନା ମୁତାବକ, ସେହି ଚିଠିରେ ସେ ରିସାଇନ୍‌ବାଚ ଆଉ ତାଙ୍କ ପତ୍ନୀଙ୍କୁ ଚା’ ପାଇଁ ଆମନ୍ତ୍ରଣ କରିଛନ୍ତି। ଚିଠିରେ ଅକ୍ଟୋବର ୧୯, ୧୯୨୮ ତାରିଖରେ ଲେଖାଯାଇଛି।

Advertisment

ଏହି ଚିଠି ସେତେବେଳର ଯେତେବେଳେ ଆଇନ୍‌ଷ୍ଟାଇନ୍‌, ରିସାଇନ୍‌ବାଚ ଆଉ ଅଷ୍ଟିନ୍‌ର ବୈଜ୍ଞାନିକ ଏରୱିନ୍ ଶ୍ରୋଡିନ୍‌ଗର ସମସ୍ତେ ମିଶି ବର୍ଲିନ୍‌ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିଲେ।

Advertisment
Advertisment