Advertisment

ଇଭିଏମ୍‌ କଚାଡ଼ି ଭାଙ୍ଗିଲେ ଜନସେନା ପ୍ରାର୍ଥୀ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲା ଗୁତିରେ ଜନସେନା ପାର୍ଟିର ପ୍ରାର୍ଥୀ ମଧୁସୂଦନ ଗୁପ୍ତା ଇଭିଏମ୍‌କୁ କଚାଡ଼ି ଭାଙ୍ଗି ଦେଇଛନ୍ତି। ଇଭିଏମ୍‌ରେ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀ ନାଁ ଦେଖା ନଯିବାରୁ ସେ ଉତ୍‌କ୍ଷିପ୍ତ  ହୋଇ ଇଭିଏମ୍‌ କଚାଡ଼ି ଦେଇଥିଲେ। ଏହି ଘଟଣା ପରେ ମଧୁସୂଦନ ଗୁପ୍ତାଙ୍କୁ ପୁଲିସ ଗିରଫ କରିଛି। ସେ ଗୁଣ୍ଟକଲ ବିଧାସଭା ଆସନର ଜନସେନା ପ୍ରାର୍ଥୀ। ଭୋଟ୍ ଦେବାକୁ ଆସିଥିବା ମଧୁସୂଦନ ଇଭିଏମ୍‌ରେ କ’ଣ ପାଇଁ ନିର୍ବାଚନମଣ୍ଡଳୀର ନାଁ ନାହିଁ, ସେନେଇ ପୋଲିଂ ଅଫିସରଙ୍କ […]

ଇଭିଏମ୍‌ କଚାଡ଼ି ଭାଙ୍ଗିଲେ ଜନସେନା ପ୍ରାର୍ଥୀ

andhra

Advertisment

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲା ଗୁତିରେ ଜନସେନା ପାର୍ଟିର ପ୍ରାର୍ଥୀ ମଧୁସୂଦନ ଗୁପ୍ତା ଇଭିଏମ୍‌କୁ କଚାଡ଼ି ଭାଙ୍ଗି ଦେଇଛନ୍ତି। ଇଭିଏମ୍‌ରେ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀ ନାଁ ଦେଖା ନଯିବାରୁ ସେ ଉତ୍‌କ୍ଷିପ୍ତ  ହୋଇ ଇଭିଏମ୍‌ କଚାଡ଼ି ଦେଇଥିଲେ।

Advertisment

ଏହି ଘଟଣା ପରେ ମଧୁସୂଦନ ଗୁପ୍ତାଙ୍କୁ ପୁଲିସ ଗିରଫ କରିଛି। ସେ ଗୁଣ୍ଟକଲ ବିଧାସଭା ଆସନର ଜନସେନା ପ୍ରାର୍ଥୀ।

arrest

ଭୋଟ୍ ଦେବାକୁ ଆସିଥିବା ମଧୁସୂଦନ ଇଭିଏମ୍‌ରେ କ’ଣ ପାଇଁ ନିର୍ବାଚନମଣ୍ଡଳୀର ନାଁ ନାହିଁ, ସେନେଇ ପୋଲିଂ ଅଫିସରଙ୍କ ସହ ଯୁକ୍ତି କରିଥିଲେ। ଏହାପରେ ସେ ଉତ୍ତ୍ୟକ୍ତ ହୋଇ ଇଭିଏମ୍‌କୁ ପ୍ରିଜାଇଡିଂ ଅଫିସରଙ୍କ ପାଖରୁ ଟାଣି ଆଣି କଚାଡ଼ି ଦେଇଥିଲେ।

Advertisment

ତେବେ ଘଟଣାକୁ ଜନସେନା ମୁଖ୍ୟ ପଓ୍ୱନ କଲ୍ୟାଣ ନିନ୍ଦା କରିଛନ୍ତି। ରାଜ୍ୟରେ ଜନସେନା ଓ ବିଏସ୍‌ପି ମଧ୍ୟରେ ଆସନ ବୁଝାମଣା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ