Advertisment

ପାକିସ୍ତାନରେ ଶିଖ୍ ଯୁବକଙ୍କୁ ହତ୍ୟା

ଇସ୍‌ଲାମାବାଦ୍‌ : ପାକିସ୍ତାନରେ ଶିଖ୍ ଯୁବକଙ୍କୁ ହତ୍ୟା । ପାକିସ୍ତାନର ପେଶାଓ୍ୱରରେ ଶିଖ୍ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପାକ୍‌ରେ ଗୁରୁଦ୍ୱାର ଉପରେ ଆକ୍ରମଣର ୨ ଦିନ ପରେ ଏଭଳି ବର୍ବରତା ଦେଖିବାକୁ ମିଳିଛି । ଗୁଳି କରି ହତ୍ୟା ପରେ ଅଜ୍ଞାତ ବ୍ୟକ୍ତି ଫେରାର ହୋଇଯାଇଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତ ଯୁବକଙ୍କ ଭାଇ ପାକିସ୍ତାନର ଜଣେ ଜଣାଶୁଣା ସାମ୍ବାଦିକ ବୋଲି ଜଣାପଡିଛି । ସେପଟେ ଘଟଣାକୁ […]

author-image
Pradesh Pratyush
ପାକିସ୍ତାନରେ ଶିଖ୍ ଯୁବକଙ୍କୁ ହତ୍ୟା

sikh

ଇସ୍‌ଲାମାବାଦ୍‌ : ପାକିସ୍ତାନରେ ଶିଖ୍ ଯୁବକଙ୍କୁ ହତ୍ୟା । ପାକିସ୍ତାନର ପେଶାଓ୍ୱରରେ ଶିଖ୍ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପାକ୍‌ରେ ଗୁରୁଦ୍ୱାର ଉପରେ ଆକ୍ରମଣର ୨ ଦିନ ପରେ ଏଭଳି ବର୍ବରତା ଦେଖିବାକୁ ମିଳିଛି । ଗୁଳି କରି ହତ୍ୟା ପରେ ଅଜ୍ଞାତ ବ୍ୟକ୍ତି ଫେରାର ହୋଇଯାଇଛି ।

Advertisment

ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତ ଯୁବକଙ୍କ ଭାଇ ପାକିସ୍ତାନର ଜଣେ ଜଣାଶୁଣା ସାମ୍ବାଦିକ ବୋଲି ଜଣାପଡିଛି । ସେପଟେ ଘଟଣାକୁ ନିନ୍ଦା କରିଛି ଶିଖ୍ ସମ୍ପ୍ରଦାୟ । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ନେତୃତ୍ୱରେ ଶିଖ୍ ସାଂସଦଙ୍କର ଏକ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ପାକିସ୍ତାନ ପଠାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ପଞ୍ଜାବର ଜଣେ ମନ୍ତ୍ରୀ ପ୍ରତାପ ସିଂ ବାଜୱା ।

Advertisment
Advertisment