Advertisment

ସୀମାରେ ପରାକ୍ରମ ଦେଖାଇଛି ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ସୀମାରେ ପୁଣି ପରାକ୍ରମ ଦେଖାଇଛି ଭାରତୀୟ ବାୟୁସେନା। ପଞ୍ଜାବ ଏବଂ ଜମ୍ମୁ ସୀମାରେ ଇଣ୍ଡିଆନ ଏୟାରଫୋର୍ସ ପକ୍ଷରୁ ଯୁଦ୍ଧାଭ୍ୟାସ କରାଯାଇଛି। ଗତକାଲି ରାତିରେ କରାଯାଇଥିବା ଏହି ଯୁଦ୍ଧାଭ୍ୟାସରେ ବହୁ ସଂଖ୍ୟାରେ ଫାଇଟର ଏୟାରକ୍ରାଫ୍ଟ ଭାଗ ନେଇଥିଲେ। ପଞ୍ଜାବର ଅମ୍ରିତସରରେ ଜେଟ୍‌ ସମେତ ଅନ୍ୟାନ୍ୟ ଯୁଦ୍ଧ ବିମାନ ସୁପରସୋନିକ ଗତିରେ ଆକାଶ ମାର୍ଗରେ ଉଡ଼ିଥିବା ଦେଖିବାକୁ ମିଳିଥିଲା। ସୀମାରେ ଉତ୍ତେଜନା ଲାଗି ରହିଥିବାରୁ ପ୍ରସ୍ତୁତି ପୂର୍ବକ ଏହି ଏୟାର ଡ୍ରିଲ କରାଯାଇଛି। ପାକିସ୍ତାନ ଯେପରି ଭାରତୀୟ ବାୟୁ […]

author-image
Sangita Sahu
ସୀମାରେ ପରାକ୍ରମ ଦେଖାଇଛି ଭାରତୀୟ ବାୟୁସେନା

air

ନୂଆଦିଲ୍ଲୀ: ସୀମାରେ ପୁଣି ପରାକ୍ରମ ଦେଖାଇଛି ଭାରତୀୟ ବାୟୁସେନା। ପଞ୍ଜାବ ଏବଂ ଜମ୍ମୁ ସୀମାରେ ଇଣ୍ଡିଆନ ଏୟାରଫୋର୍ସ ପକ୍ଷରୁ ଯୁଦ୍ଧାଭ୍ୟାସ କରାଯାଇଛି। ଗତକାଲି ରାତିରେ କରାଯାଇଥିବା ଏହି ଯୁଦ୍ଧାଭ୍ୟାସରେ ବହୁ ସଂଖ୍ୟାରେ ଫାଇଟର ଏୟାରକ୍ରାଫ୍ଟ ଭାଗ ନେଇଥିଲେ। ପଞ୍ଜାବର ଅମ୍ରିତସରରେ ଜେଟ୍‌ ସମେତ ଅନ୍ୟାନ୍ୟ ଯୁଦ୍ଧ ବିମାନ ସୁପରସୋନିକ ଗତିରେ ଆକାଶ ମାର୍ଗରେ ଉଡ଼ିଥିବା ଦେଖିବାକୁ ମିଳିଥିଲା। ସୀମାରେ ଉତ୍ତେଜନା ଲାଗି ରହିଥିବାରୁ ପ୍ରସ୍ତୁତି ପୂର୍ବକ ଏହି ଏୟାର ଡ୍ରିଲ କରାଯାଇଛି।

Advertisment

ପାକିସ୍ତାନ ଯେପରି ଭାରତୀୟ ବାୟୁ ସୀମାକୁ ଉଲ୍ଲଂଘନ ନକରେ ତାକୁ ନଜରରେ ରଖି ଏହି ଯୁଦ୍ଧାଭ୍ୟାସ କରାଯାଇଥିବା ଜଣାପଡ଼ିଛି।

Advertisment
Advertisment