Advertisment

ଗଙ୍ଗ୍‌ନମ୍‌ ଷ୍ଟାଇଲ୍‌ ଗୀତରେ ଡ୍ୟାନ୍ସ ସହ ନୁଡୁଲ୍ସ ପ୍ରସ୍ତୁତ କରି ଚର୍ଚ୍ଚାରେ ଯୁବତୀ

ନୂଆଦିଲ୍ଲୀ: ଆଜିକାଲିର ଯୁବ ପିଢ଼ି ଘର ଖାଦ୍ୟ ଅପେକ୍ଷା ଫାଷ୍ଟ ଫୁଡ୍‌କୁ ଅଧିକ ଭଲପାଉଛନ୍ତି। ତେଣୁ ରାସ୍ତା କଡ଼ରେ ଅନେକ ଛୋଟବଡ଼ ଫାଷ୍ଟ ଫୁଡ୍‌ ଦୋକାନ ଖୋଲିବାରେ ଲାଗିଛି। ତେବେ କେତେକ ଫାଷ୍ଟଫୁଡ୍‌ ଦୋକାନୀ ସେମାନଙ୍କ ଖାଦ୍ୟ ତିଆରି କରିବାରେ ଶୈଳୀକୁ ନେଇ ଆଖପାଖ ଅଞ୍ଚଳରେ ବଶ୍‌ ଚର୍ଚ୍ଚିତ ହୋଇଥାନ୍ତି। ସେମିତି ଏକ ଲେଡି ଫାଷ୍ଟଫୁଡ୍‌ ଦୋକାନୀଙ୍କ ମଜାଦାର ନୁଡୁଲ୍ସ ତିଆରି କରିବାରେ ଭିଡିଓ ଭାଇରାଲ ହେଉଛି। ଏହି ଯୁବତୀ ଜଣକ ରାସ୍ତା କଡ଼ରେ ନୁଡୁଲ୍ସ ପ୍ରସ୍ତୁତ […]

author-image
Otv Khabar Bureau
ଗଙ୍ଗ୍‌ନମ୍‌ ଷ୍ଟାଇଲ୍‌ ଗୀତରେ ଡ୍ୟାନ୍ସ ସହ ନୁଡୁଲ୍ସ ପ୍ରସ୍ତୁତ କରି ଚର୍ଚ୍ଚାରେ ଯୁବତୀ

kj

ନୂଆଦିଲ୍ଲୀ: ଆଜିକାଲିର ଯୁବ ପିଢ଼ି ଘର ଖାଦ୍ୟ ଅପେକ୍ଷା ଫାଷ୍ଟ ଫୁଡ୍‌କୁ ଅଧିକ ଭଲପାଉଛନ୍ତି। ତେଣୁ ରାସ୍ତା କଡ଼ରେ ଅନେକ ଛୋଟବଡ଼ ଫାଷ୍ଟ ଫୁଡ୍‌ ଦୋକାନ ଖୋଲିବାରେ ଲାଗିଛି। ତେବେ କେତେକ ଫାଷ୍ଟଫୁଡ୍‌ ଦୋକାନୀ ସେମାନଙ୍କ ଖାଦ୍ୟ ତିଆରି କରିବାରେ ଶୈଳୀକୁ ନେଇ ଆଖପାଖ ଅଞ୍ଚଳରେ ବଶ୍‌ ଚର୍ଚ୍ଚିତ ହୋଇଥାନ୍ତି। ସେମିତି ଏକ ଲେଡି ଫାଷ୍ଟଫୁଡ୍‌ ଦୋକାନୀଙ୍କ ମଜାଦାର ନୁଡୁଲ୍ସ ତିଆରି କରିବାରେ ଭିଡିଓ ଭାଇରାଲ ହେଉଛି। ଏହି ଯୁବତୀ ଜଣକ ରାସ୍ତା କଡ଼ରେ ନୁଡୁଲ୍ସ ପ୍ରସ୍ତୁତ କରିବା ସହ ଡ୍ୟାନ୍ସ କରିବା ସହିତ ଜବରଦସ୍ତ ଡାନ୍ସ କରୁଛନ୍ତି। ଦେଖନ୍ତୁ ଏହି ଭିଡିଓ ...

Advertisment

https://twitter.com/Hinder_Surprise/status/1314680867076345856?s=20

ଭିଡିଓଟିରେ ଝିଅଟି ନୁଡୁଲ୍ସ ପ୍ରସ୍ତୁତ କରୁଥିବା ବେଳେ ଚର୍ଚ୍ଚିତ ଓପନ୍ ଗଙ୍ଗ୍‌ନମ୍‌ ଷ୍ଟାଇଲ୍‌ ଗୀତରେ ଡ୍ୟାନ୍ସ କରୁଛନ୍ତି। ଡ୍ୟାନ୍ସ କରୁଥିବା ବେଳେ ସେ ନୁଡୁଲ୍ସ ପ୍ରସ୍ତୁତ କରୁଥିବା ଗରମ କରେଇ ଧରି ବୁଲାଉଛନ୍ତି। ଭିଡିଓ ଦେଖିଲେ ସାଧାରଣ ଲୋକଙ୍କ ଲୋମ ଟାଙ୍କୁରି ଉଠୁଥିବା ବେଳେ ଯୁବତୀ ଜଣକ କିନ୍ତୁ ନିର୍ଭୟ ହୋଇ ଏପରି ନୃତ୍ୟୁ ପ୍ରଦର୍ଶନ କରୁଛନ୍ତି। ଲୋକଙ୍କ ମନୋଞ୍ଜନ କରିବା ସହିତ ବେପାର ବି କରୁଛନ୍ତି ଏହି ଯୁବତୀ।

ଏହି ଭିଡିଓଟି ସାରା ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି। ସେ ଏହାର କ୍ୟାପସନ୍‌ରେ ୪ଟା ବେଳେ ଘରକୁ ଫେରିବା ପରେ ନିଜେ ନୁଡୁଲ୍ସ ପ୍ରସ୍ତୁତ କରିଥିବା କହିଛନ୍ତି। ତେବେ ଏହି ୪୯ ସେକେଣ୍ଡର ଭିଡିଓଟି ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି। ଏହାକୁ ୯ ମିଲିୟନରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୬୭ ହଜାରରୁ ଅଧିକ ଲୋକ ରିଟ୍ୱଟ୍‌ କରିଛନ୍ତି।

Advertisment
Advertisment
Advertisment