Advertisment

ଏୟାରପୋର୍ଟରେ ଫସି ରହିଥିଲେ, ୫୫ଦିନ ପରେ ନିଜ ଦେଶକୁ ଫେରିଲେ ବିଦେଶୀ ନାଗରିକ

ନୂଆଦିଲ୍ଲୀ: ୫୫ ଦିନ ଯାଏ ଦିଲ୍ଲୀ ବିମାନ ବନ୍ଦରରେ ଫସି ରହିଥିଲେ ଜର୍ମାନ ନାଗରିକ। ଜର୍ମାନ ନାଗରିକ ଏଡଜ୍ ଜାଏବାଦ୍ ଲକ୍‌ଡାଉନ୍ ପରେ ଦିଲ୍ଲୀ ବିମାନ ବନ୍ଦରରେ ରହି ଯାଇଥିଲେ। ତେବେ ଆଜି ତାଙ୍କୁ ଜର୍ମାନ ଅଭିମୁଖେ ସ୍ୱତନ୍ତ୍ର ବିମାନ ଯୋଗେ ପଠାଇ ଦିଆଯାଇଛି। ଗତ ୧୮ ତାରିଖରେ ହାନୋଇଠୁ ଭାୟା ଦିଲ୍ଲୀ ହୋଇ ଇସ୍ତାନବୁଲ ଯାଇଥାନ୍ତେ ଜର୍ମାନ ନାଗରିକ । ତେବେ ସେହିଦିନ ତୁର୍କୀକୁ ସମସ୍ତ ବିମାନ ଚଳାଚଳକୁ ବାତିଲ କରାଯାଇଥିଲା । ସେହିଭଳି ୟୁରୋପକୁ […]

ଏୟାରପୋର୍ଟରେ ଫସି ରହିଥିଲେ, ୫୫ଦିନ ପରେ ନିଜ ଦେଶକୁ ଫେରିଲେ ବିଦେଶୀ ନାଗରିକ

germani

Advertisment

ନୂଆଦିଲ୍ଲୀ: ୫୫ ଦିନ ଯାଏ ଦିଲ୍ଲୀ ବିମାନ ବନ୍ଦରରେ ଫସି ରହିଥିଲେ ଜର୍ମାନ ନାଗରିକ। ଜର୍ମାନ ନାଗରିକ ଏଡଜ୍ ଜାଏବାଦ୍ ଲକ୍‌ଡାଉନ୍ ପରେ ଦିଲ୍ଲୀ ବିମାନ ବନ୍ଦରରେ ରହି ଯାଇଥିଲେ। ତେବେ ଆଜି ତାଙ୍କୁ ଜର୍ମାନ ଅଭିମୁଖେ ସ୍ୱତନ୍ତ୍ର ବିମାନ ଯୋଗେ ପଠାଇ ଦିଆଯାଇଛି।

Advertisment

ଗତ ୧୮ ତାରିଖରେ ହାନୋଇଠୁ ଭାୟା ଦିଲ୍ଲୀ ହୋଇ ଇସ୍ତାନବୁଲ ଯାଇଥାନ୍ତେ ଜର୍ମାନ ନାଗରିକ । ତେବେ ସେହିଦିନ ତୁର୍କୀକୁ ସମସ୍ତ ବିମାନ ଚଳାଚଳକୁ ବାତିଲ କରାଯାଇଥିଲା ।

ସେହିଭଳି ୟୁରୋପକୁ ବି ସବୁ ବିମାନ ବାତିଲ ହୋଇଥିଲା । ଏହାପରେ ସେ ଦିଲ୍ଲୀ ବିମାନ ବନ୍ଦରରେ ହିଁ ଅଟକି ରହିଥିଲେ । ଏହାର ୪ ଦିନ ପରେ ଭାରତରୁ ସମସ୍ତ ଅର୍ନ୍ତଜାତୀୟ ବିମାନକୁ ବାତିଲ କରାଯାଇଥିଲା ସେବେଠୁ ଆଜି ଯାଏ ସେ ବିମାନ ବନ୍ଦରରେ ହିଁ ରହିଥିଲେ । ତାଙ୍କୁ ଗତ ୫୫ ଦିନରୁ ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷ ଖାଇବା ପିଇବା ସହ ଅନ୍ୟ ଆନୁସଙ୍ଗିକ ସାମଗ୍ରୀ ଯୋଗାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ