murder
Advertisment
ରାଉରକାଲା: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଗେର୍ଦା ଗାଁରେ ଗୁଳିକାଣ୍ଡ ଘଟି ମଦନ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ PLFIର ଜଣେ ପୂର୍ବତନ ସଦସ୍ୟ ଥିବା କୁହାଯାଉଛି। ଗେର୍ଦା ପୋଲିସ ଅନ୍ତର୍ଗତ ଜମତେଇ ଜଙ୍ଗଲରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି॥
Advertisment
ମଦନ ଝାଡ଼ଖଣ୍ଡର ମୂଳ ବାସିନ୍ଦା ହୋଇଥିବାବେଳେ ସେ ଓଡ଼ିଶାର ନୂଆଗାଁ ବ୍ଲକ ଅଂଚଳରେ ଦୀର୍ଘ ୫ ବର୍ଷ ଧରି ରହି ଆସୁଥିଲେ । ହତ୍ୟାକାଣ୍ଡ ପଛରେ PLFIର ହାତ ଥିବା ସନ୍ଦେହ କରାଯାଉଛି । ପୂର୍ବ ଶତ୍ରୁତା କିମ୍ବା ବ୍ୟାବସାୟିକ କାର୍ଯ୍ୟକୁ ନେଇ ହତ୍ୟାକାଣ୍ଡ ଘଟିଥିବା ବି ଅନୁମାନ କରାଯାଉଛି...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/murder_1625115648.jpg)