/odishatv-khabar/media/post_attachments/uploadimage/library/16_9/16_9_0/bharat-bandh_1625048013.jpg)
bharat bandh
ନୂଆଦିଲ୍ଲୀ / ଭୁବନେଶ୍ୱର : ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଡାକରା ଦେଲେ ଚାଷୀ। ଚାଷୀଙ୍କ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଦେଉଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି । ନିରଞ୍ଜନ କହିଛନ୍ତି ଯେ, ଚାଷୀଙ୍କ ବନ୍ଦ ଡାକରାକୁ କଂଗ୍ରେସ ପୂରାପୂରି ସମର୍ଥନ ଦେଉଛି। କେବଳ ଏତିକି ନୁହେଁ ବରଂ ଚାଷୀ ଦେଇଥିବା ଭାରତ ବନ୍ଦ ଡାକରାରୁ ଓଡିଶାବାସୀ ସମର୍ଥନ ଦେବା ଲାଗି ସେ ଆହ୍ୱାନ ମଧ୍ୟ କରିଛନ୍ତି । ତେବେ ସାରା ଦେଶରେ କୁହୁଳିବାରେ ଲାଗିଛି ଚାଷୀ ଅସନ୍ତେ।ଷ ।
୧୦ ଦିନ ହେଲ।ଣି ରାଜଧାନୀ ଦିଲ୍ଲୀ ସୀମାରେ ଚାଷୀମାନେ ଏକାଠି ହେ।ଇଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସରକାରଙ୍କ ସହ ଚାଷୀମାନେ ଆଜି ଆଲେ।ଚନା କରିବାରେ ଅଛି । ତେବେ ଏହା ପୂର୍ବରୁ ସରକାରଙ୍କ ସହ ଚାଷୀମାନଙ୍କର ବହୁବାର ଆଲେ।ଚନା ହେ।ଇଛି । କିନ୍ତୁ କୌଣସି ଫଳପ୍ରଦ ହେ।ଇନାହିଁ । ଚାଷୀମାନେ ସିଧାସଳଖ କହିଛନ୍ତି ଯେ, ବାରମ୍ବାର ଦାବୀ ପରେ ସେମାନଙ୍କ କଥା ସରକାର କର୍ଣ୍ଣପାତ କରିନାହାନ୍ତି । ତେଣୁ ସେମାନେ ନିଜ ଦାବୀ ପୂରଣ କରିବାକୁ ଏପରି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)