Advertisment

୫ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନ୍‌କାଉଣ୍ଟର କଲା ସେନା

ଶ୍ରୀଗନର: ୫ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନ୍‌କାଉଣ୍ଟର କଲା ସେନା। ଏମାନେ ପଞ୍ଜାବର ତର୍ନ ତାରନ ଜିଲ୍ଲାର ଦେଇ ଉପାକିସ୍ତାନରୁ ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ଏନେଇ ଶନିବାର ସେନା ପକ୍ଷରୁ ସୂଚନା ଦିଆଯାଇଛି। ବିଏସ୍‌ଏଫ୍‌ର ୧୦୩ ବାଟାଲିୟନ୍‌ ଅନୁପ୍ରବେଶକାରୀଙ୍କ ଠାରୁ ପିସ୍ତଲ ଓ ଏକେ ସିରିଜ୍ ରାଇଫଳ ଜବତ ହୋଇଛି। ତର୍ନତାରନ ଜିଲ୍ଲାର ଡାଲ ଗାଁର ସୀମା ଦେଇ ଏହି ଅନୁପ୍ରବେଶକାରୀମାନେ ଭାରତକୁ ପ୍ରବେଶ କରୁଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଭୋର ପ୍ରାୟ ୫ ଟା […]

୫ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନ୍‌କାଉଣ୍ଟର କଲା ସେନା

bsf

Advertisment

ଶ୍ରୀଗନର: ୫ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନ୍‌କାଉଣ୍ଟର କଲା ସେନା। ଏମାନେ ପଞ୍ଜାବର ତର୍ନ ତାରନ ଜିଲ୍ଲାର ଦେଇ ଉପାକିସ୍ତାନରୁ ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ଏନେଇ ଶନିବାର ସେନା ପକ୍ଷରୁ ସୂଚନା ଦିଆଯାଇଛି। ବିଏସ୍‌ଏଫ୍‌ର ୧୦୩ ବାଟାଲିୟନ୍‌ ଅନୁପ୍ରବେଶକାରୀଙ୍କ ଠାରୁ ପିସ୍ତଲ ଓ ଏକେ ସିରିଜ୍ ରାଇଫଳ ଜବତ ହୋଇଛି। ତର୍ନତାରନ ଜିଲ୍ଲାର ଡାଲ ଗାଁର ସୀମା ଦେଇ ଏହି ଅନୁପ୍ରବେଶକାରୀମାନେ ଭାରତକୁ ପ୍ରବେଶ କରୁଥିଲେ।

Advertisment

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଭୋର ପ୍ରାୟ ୫ ଟା ସମୟରେ ଡାଲ୍ ଗାଁର ଭାରତ ପାକିସ୍ତାନ ସୀମାରେ ହଲ୍‌ଚଲ୍‌ ହେଉଥିବାର ଦେଖିବାକୁ ପାଇଥିଲା ସେନା। ଏହି ସମୟରେ ଦୁଇ ଜଣ ଅନୁପ୍ରବେଶକାରୀ ସୀମା ଦେଇ ଭାରତ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସେମାନଙ୍କୁ ବାରମ୍ବାର ଚେତାବନୀ ଦିଆଯିବା ପରେ ମଧ୍ୟ ସେମାନେ ନ ଶୁଣିବାରୁ ସେନା ଅନୁପ୍ରବେଶକାରୀଙ୍କ ଉପରକୁ ଗୁଳି ଚଳାଇଥିଲା। ଏହାପରେ ସର୍ଚ୍ଚିଂ ଅପରେସନ ଆରମ୍ଭ କରି ୫ ଜଣ ମୃତଦେହ ଉଦ୍ଧାର କରିଥିଲେ ସେନା।

ଘଟଣା ସ୍ଥଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି।  ଅନୁପ୍ରବେଶକାରୀଙ୍କ ନିକଟରୁ ଏକେ ସିରିଜ୍ ରାଇଫଲ ଓ ପିସ୍ତଲ ଜବତ ହୋଇଥିବା ବିଏସ୍‌ଏଫ୍ରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ