Advertisment

'ବିଜେପି ହେ ତୈୟାର ଆତ୍ମନିର୍ଭର ବିହାର' ନାରା ଦେଇ ବିହାର ନିର୍ବାଚନ ଲଢ଼ିବ ବିଜେପି

ପାଟନା: ଏଥର ନୂଆ ନାରା ସହିତ ବିହାର ବିଧାନସଭା ନର୍ବାଚନ ଲଢ଼ିବ ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ନାରାକୁ ନେଇ ବିଜେପି ବିହାରରେ ଆଉ ଏକ ନାରା ଦେଇଛି। ବିଜେପି ପ୍ରଦେଶ କାର୍ଯ୍ୟ ସମିତି ବୈଠକରେ ଯୋଗ ଦେଇ ରାଜ୍ୟ ବିଜେପି ମୁଖ୍ୟ ଭୁପେନ୍ଦ୍ର ଯାଦବ କହିଛନ୍ତି ଦଳ ଏଥର ନୂଆ ସ୍ଲୋଗାନ ଦେଇ ନିର୍ବାଚନ ଲଢ଼ିବ। ଏହି ସ୍ଲୋଗାନ ହେଲା- ‘ବିଜେପି ହେ ତୈୟାର, ଆତ୍ମନିର୍ଭର ବିହାର।’ ଏହି ସ୍ଲାଗାନ ଦେବା ସହିତ […]

'ବିଜେପି ହେ ତୈୟାର ଆତ୍ମନିର୍ଭର ବିହାର' ନାରା ଦେଇ ବିହାର ନିର୍ବାଚନ ଲଢ଼ିବ ବିଜେପି

nad

Advertisment

ପାଟନା: ଏଥର ନୂଆ ନାରା ସହିତ ବିହାର ବିଧାନସଭା ନର୍ବାଚନ ଲଢ଼ିବ ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ନାରାକୁ ନେଇ ବିଜେପି ବିହାରରେ ଆଉ ଏକ ନାରା ଦେଇଛି। ବିଜେପି ପ୍ରଦେଶ କାର୍ଯ୍ୟ ସମିତି ବୈଠକରେ ଯୋଗ ଦେଇ ରାଜ୍ୟ ବିଜେପି ମୁଖ୍ୟ ଭୁପେନ୍ଦ୍ର ଯାଦବ କହିଛନ୍ତି ଦଳ ଏଥର ନୂଆ ସ୍ଲୋଗାନ ଦେଇ ନିର୍ବାଚନ ଲଢ଼ିବ। ଏହି ସ୍ଲୋଗାନ ହେଲା- ‘ବିଜେପି ହେ ତୈୟାର, ଆତ୍ମନିର୍ଭର ବିହାର।

Advertisment

ଏହି ସ୍ଲାଗାନ ଦେବା ସହିତ ବିରୋଧୀ ଆର୍‌ଜେଡି ନେତା ତେଜଶ୍ୱୀ ଯାଦବଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଭୁପେନ୍ଦ୍ର। ଭାର୍ଚୁଆଲ୍ ଓ ଡିଜିଟାଲ୍ କ୍ୟାମ୍ପେନିଂକୁ ବିରୋଧ କରୁଥିବା ତେଜଶ୍ୱୀ କାହିଁକି ଫେସ୍‌ବୁକ୍ ଓ ଟ୍ୱିଟରଭଳି ସୋସିଆଲ୍ ମିଡିଆରେ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଭୁପେନ୍ଦ୍ର।

ଆଜି ଏହି ବୈଠକରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଜା କହିଥିଲେ ନୀତୀଶଙ୍କ ନେତୃତ୍ୱରେ ବିଜେପି ବିହାରରେ ନିର୍ବାଚନ ଲଢ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ