/odishatv-khabar/media/post_attachments/uploadimage/library/16_9/16_9_0/pm-modi-11_1625932576.jpg)
pm modi 11
ନୂଆଦିଲ୍ଲୀ: ୨୦୧୪ର ନିର୍ବାଚନ ଫଳାଫଳକୁ ୨୦୧୯ରେ ବିଜେପି ଦିଲ୍ଲୀରେ ଦୋହରିବାର ସଙ୍କେତ ମିଳିଛି।
Advertisment
୨୦୧୪ରେ ବିଜେପି ଦିଲ୍ଲୀର ସମସ୍ତ ୭ଟି ଯାକ ଆସନ ଦଖଲ କରିଥିଲା। ୨୦୧୯ରେ ମଧ୍ୟ ବିଜେପି ସମାନ ରାସ୍ତାରେ ଚାଲିଛି। ଦିଲ୍ଲୀର ୭ଟି ଲୋକସଭା ଆସନରୁ ପ୍ରାଥମିକ ଗଣତି ଅନୁଯାୟୀ, ୬ଟି ଲୋକସଭା ଆସନରେ ବିଜେପି ଆଗରେ ରହିଛି।
ପୂର୍ବ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ଉତ୍ତର-ପୂର୍ବ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ନୂଆଦିଲ୍ଲୀ ଓ ଉତ୍ତର ପଶ୍ଚିମ ଦିଲ୍ଲୀରେ ବିଜେପି ପ୍ରାର୍ଥୀମାନେ ଆଗୁଆ ରହିଥିବା ଜଣାପଡ଼ିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)