Advertisment

ବିହାର ବିଧାନସଭା ନିର୍ବାଚନ ସହ ହେବ ବିଭିନ୍ନ ରାଜ୍ୟର ଉପନିର୍ବାଚନ

ନୂଆଦିଲ୍ଲୀ: ନଭେମ୍ବର ୨୯ ପୂର୍ବରୁ ହେବ ଦେଶରେ ଖାଲି ପଡ଼ିଥିବା ଗୋଟିଏ ଲୋକସଭା ଏବଂ ୬୪ ବିଧାନସଭାରେ ଉପନିର୍ବାଚନ। ଆଜି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ଅଧ୍ୟକ୍ଷତାରେ ବସିିଥିବା ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ବିହାର ନିର୍ବାଚନ ନଭେମ୍ବର ୨୯ ପୂର୍ବରୁ ସରିବା ଜରୁରୀ। ଆଉ ଏହି ସମୟ ମଧ୍ୟରେ ହିଁ ଦେଶର ମୋଟ୍ ୬୫ଟି ନିର୍ବାଚନ ମଣ୍ଡଳୀରେ ବି ଉପନିର୍ବାଚନ ହେବ। ଏନେଇ ସବିଶେଷ ତାରିଖ ଓ ସୂଚୀ ଆସନ୍ତା କିଛି ଦିନରେ […]

ଅଦ୍ୟତନ ହୋଇଛି
ବିହାର ବିଧାନସଭା ନିର୍ବାଚନ ସହ ହେବ ବିଭିନ୍ନ ରାଜ୍ୟର ଉପନିର୍ବାଚନ

election

Advertisment

ନୂଆଦିଲ୍ଲୀ: ନଭେମ୍ବର ୨୯ ପୂର୍ବରୁ ହେବ ଦେଶରେ ଖାଲି ପଡ଼ିଥିବା ଗୋଟିଏ ଲୋକସଭା ଏବଂ ୬୪ ବିଧାନସଭାରେ ଉପନିର୍ବାଚନ। ଆଜି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ଅଧ୍ୟକ୍ଷତାରେ ବସିିଥିବା ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ବିହାର ନିର୍ବାଚନ ନଭେମ୍ବର ୨୯ ପୂର୍ବରୁ ସରିବା ଜରୁରୀ। ଆଉ ଏହି ସମୟ ମଧ୍ୟରେ ହିଁ ଦେଶର ମୋଟ୍ ୬୫ଟି ନିର୍ବାଚନ ମଣ୍ଡଳୀରେ ବି ଉପନିର୍ବାଚନ ହେବ।

Advertisment

ଏନେଇ ସବିଶେଷ ତାରିଖ ଓ ସୂଚୀ ଆସନ୍ତା କିଛି ଦିନରେ ଘୋଷଣା କରାଯାଇପାରେ। ଯଦି, ଏପରି ହୁଏ ତେବେ ଓଡ଼ିଶାରେ ବି ଖାଲି ପଡ଼ିଥିବା ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା କ୍ଷେତ୍ରରେ ନଭେମ୍ବର ୨୯ ପୂର୍ବରୁ ଉପ ନିର୍ବାଚନ ହେବ। ଉପନିର୍ବାଚନ ପାଇଁ ପ୍ରଚାର, ଭୋଟିଂ ଏଥର କରୋନା କଟକଣା ମଧ୍ୟରେ ହେବ। ଯାହାକୁ ନେଇ ପୂର୍ବରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ