br Ambedkar
Advertisment
ନୂଆଦିଲ୍ଲୀ: ଆଜି ବି.ଆର. ଆମ୍ବେଦକରଙ୍କ ୧୨୮ତମ ଜନ୍ମ ଜୟନ୍ତୀ। ୧୮୯୧ ମସିହା ଏପ୍ରିଲ ୧୪ରେ ମଧ୍ୟପ୍ରଦେଶ ମଉରେ ବାବା ସାହେବ ଆମ୍ବେଦକର ଜନ୍ମ ଗ୍ରହଣ କରିଥିଲେ। ଭାରତୀୟ ସମ୍ବିଧାନ ପ୍ରଣେତା ତଥା ନୂତନ ଭାରତର ପରିକଳ୍ପନା କରିଥିବା ଭୀମରାଓଙ୍କୁ ସାରା ଦେଶ ମନେ ପକାଉଛି। ଏହି ଅବସରରେ ସଂସଦ ଭବନ ଭିତରେ ଥିବା ବାବା ସାହେବଙ୍କ ସ୍ମୃତି ପୀଠରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ ବି ଉପସ୍ଥିତ ରହିଥିଲେ।
Advertisment
ଅନୁସୂଚିତ ଜାତି ଓ ଜନଜାତି ସମେତ ଦେଶର ସମସ୍ତଙ୍କୁ ସମାନ ଅଧିକାର ଦେବାରେ ବାବା ସାହେବ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/br_1626761212.jpg)