/odishatv-khabar/media/post_attachments/uploadimage/library/16_9/16_9_0/karunanidhi-1_1626693236.jpg)
karunanidhi
ଚେନ୍ନାଇ : ଡିଏମ୍କେ ସଭାପତି ଏମ୍. କରୁଣାନିଧିଙ୍କୁ ହସ୍ପିଟାଲରେ ଭେଟିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲ ପହଞ୍ଚି କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। କରୁଣାନିଧିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କ ସହ ମଧ୍ୟ ଅାଲୋଚନା କରିଛନ୍ତି।
Advertisment
କରୁଣାନିଧିଙ୍କ ପୁଅ ଡିଏମ୍କେ କାର୍ଯ୍ୟକାରୀ ସଭାପତି ଏମ୍କେ ଷ୍ଟାଲିନ୍ଙ୍କ ସହ କିଛି ସମୟ ଅାଲୋଚନା କରିବା ସହ ପରିବାର ଲୋକଙ୍କୁ ଅାଶ୍ୱସନା ଦେଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)