Advertisment

୨ଶହରୁ ଅଧିକ ଆସନ ଜିତି ସରକାର ଗଢିବ ବିଜେପି: ଶାହା

କୋଲକାତା: ପଶ୍ଚିମବଙ୍ଗରେ ୨ଶହରୁ ଅଧିକ ଆସନ ଜିତି ସରକାର ଗଢିବ ବିଜେପି। ଖଡଗପୁରରେ ବିଶାଳ ରୋଡ୍ ସୋ ଅବସରରେ ଏଭଳି ଦାବି କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଗୃହମନ୍ତ୍ରୀ କହିଛନ୍ତି, ବିଜେପି ସରକାର ବେଙ୍ଗଲରେ ପରିବର୍ତ୍ତନ ଆଣିବାରେ ସଫଳ ହେବ। ପୁଣିଥରେ ସୋନାର ବାଙ୍ଗଲା ଗଠନ ହେବ।  ପଶ୍ଟିମବଙ୍ଗବାସୀ ମଧ୍ୟ ପରିବର୍ତ୍ତନ ଚାହୁଁଥିବା କହିଛନ୍ତି ଶାହା। ଆଜି ଖଡ଼ଗପୁରରେ ମେଗା ରୋଡ୍ ସୋ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଶାହାଙ୍କ ରୋଡ୍ ସୋରେ ଜନସମୁଦ୍ର ପାଲଟିଥିଲା।  ବିଶାଳ […]

୨ଶହରୁ ଅଧିକ ଆସନ ଜିତି ସରକାର ଗଢିବ ବିଜେପି: ଶାହା

mamata-saha

Advertisment

କୋଲକାତା: ପଶ୍ଚିମବଙ୍ଗରେ ୨ଶହରୁ ଅଧିକ ଆସନ ଜିତି ସରକାର ଗଢିବ ବିଜେପି। ଖଡଗପୁରରେ ବିଶାଳ ରୋଡ୍ ସୋ ଅବସରରେ ଏଭଳି ଦାବି କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଗୃହମନ୍ତ୍ରୀ କହିଛନ୍ତି, ବିଜେପି ସରକାର ବେଙ୍ଗଲରେ ପରିବର୍ତ୍ତନ ଆଣିବାରେ ସଫଳ ହେବ। ପୁଣିଥରେ ସୋନାର ବାଙ୍ଗଲା ଗଠନ ହେବ।  ପଶ୍ଟିମବଙ୍ଗବାସୀ ମଧ୍ୟ ପରିବର୍ତ୍ତନ ଚାହୁଁଥିବା କହିଛନ୍ତି ଶାହା।

Advertisment

ଆଜି ଖଡ଼ଗପୁରରେ ମେଗା ରୋଡ୍ ସୋ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଶାହାଙ୍କ ରୋଡ୍ ସୋରେ ଜନସମୁଦ୍ର ପାଲଟିଥିଲା।  ବିଶାଳ ରାଲିରେ ସାମିଲ ହୋଇଥିଲେ ହଜାର ହଜାର ସଂଖ୍ୟାରେ ନେତା, କର୍ମୀ ଓ ପଶ୍ଚିମବଙ୍ଗ ବାସିନ୍ଦା।

ସେପଟେ ଆଜି ହ୍ୱିଲ୍ ଚେୟାର୍‌ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନୀ ପ୍ରଚାର କରିଛନ୍ତି। କୋଲକାତାରେ ୫ କିଲୋମିଟରର ରୋଡ୍ ଶୋ କରିଛନ୍ତି ମମତା। ହସପିଟାଲରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ ଟିଏମ୍‌ସି ସୁପ୍ରିମୋ। ମମତାଙ୍କ ବିରାଟ ରାଲି ଦକ୍ଷିଣ କୋଲକାତାର ମେୟ ରୋଡ୍‌ରୁ ଆରମ୍ଭ ହୋଇ ହଜରାରେ ସରିଥିଲା। ପରେ ଆୟୋଜିତ ରାଲିକୁ ସମ୍ବୋଧନ କରି ମମତା କହିଛନ୍ତି, ଆହତ ବାଘ ଅଧିକ ବିପଜ୍ଜନକ।

Advertisment
West Bengal Election 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ