Advertisment

ଅାଲିବାବା ପ୍ରତିଷ୍ଠାତାଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ: ବିଶ୍ୱର ନାମୀ ଇ-କମର୍ସ ସଂସ୍ଥା ଅାଲିବାବାର ପ୍ରତିଷ୍ଠାତା ତଥା ସିଇଓ ଜ୍ୟାକ୍ ମା ଅବସର ଘୋଷଣା କରିଛନ୍ତି। ଏକ ଛୋଟ ବାଣିଜ୍ୟ ଭିତ୍ତିକ ୱେବ୍‌ସାଇଟ୍‌ ନିର୍ମାଣ କରି ରାତାରାତି କୋଟିପତି ପାଲଟିଥିବା ଜ୍ୟାକ୍ ମା ଅାସନ୍ତା ସୋମବାର ନିଜ ସଂସ୍ଥାରୁ ଅବସର ନେବେ। ଅବସରେ ପରେ ଶିକ୍ଷା ଓ ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ଜ୍ୟାକ୍ ଏଭଳି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି। ୧୯୯୯ ମସିହାରେ ଜ୍ୟାକ୍ ୧୭ ଜଣ କର୍ମଚାରୀଙ୍କ ସହ ମିଶି […]

author-image
Otv Khabar Bureau
ଅାଲିବାବା ପ୍ରତିଷ୍ଠାତାଙ୍କ ଅବସର ଘୋଷଣା

vlcsnap-error722

ନୂଆଦିଲ୍ଲୀ: ବିଶ୍ୱର ନାମୀ ଇ-କମର୍ସ ସଂସ୍ଥା ଅାଲିବାବାର ପ୍ରତିଷ୍ଠାତା ତଥା ସିଇଓ ଜ୍ୟାକ୍ ମା ଅବସର ଘୋଷଣା କରିଛନ୍ତି। ଏକ ଛୋଟ ବାଣିଜ୍ୟ ଭିତ୍ତିକ ୱେବ୍‌ସାଇଟ୍‌ ନିର୍ମାଣ କରି ରାତାରାତି କୋଟିପତି ପାଲଟିଥିବା ଜ୍ୟାକ୍ ମା ଅାସନ୍ତା ସୋମବାର ନିଜ ସଂସ୍ଥାରୁ ଅବସର ନେବେ। ଅବସରେ ପରେ ଶିକ୍ଷା ଓ ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ଜ୍ୟାକ୍ ଏଭଳି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି।

Advertisment

୧୯୯୯ ମସିହାରେ ଜ୍ୟାକ୍ ୧୭ ଜଣ କର୍ମଚାରୀଙ୍କ ସହ ମିଶି ଅାଲିବାବା ଇ-କମର୍ସ ୱେବ୍‌ସାଇଟ୍‌ ନିର୍ମାଣ କରିଥିଲେ। ଚୀନରେ ପ୍ରଥମରେ ଅାରମ୍ଭ ହୋଇଥିବା ଏହି ୱେବ୍‌ସାଇଟ୍‌ ସାରା ବିଶ୍ୱରେ ଏବେ ଲୋକପ୍ରିୟ।

Advertisment
Advertisment