/odishatv-khabar/media/post_attachments/uploadimage/library/16_9/16_9_0/bjp-win-_1625932592.jpg)
bjp may win ..
ନୂଆଦିଲ୍ଲୀ: ଦେଶର ୫୪୨ଟି ଲୋକସଭା ଆସନ ପାଇଁ ଭୋଟ୍ ଗଣତି ଜାରି ରହିଛି। ବର୍ତ୍ତମାନର ୫୪୨ଟି ଯାକ ଲୋକସଭା ଆସନର ଲାଟେଷ୍ଟ୍ ଟ୍ରେଣ୍ଡକୁ ଯଦି ବିଚାରକୁ ନେବା, ତା’ହେଲେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ୩୨୭ଟି ଆସନରେ ଆଗରେ ରହିଛି।
Advertisment
ଅନ୍ୟପକ୍ଷରେ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୧୦୪ଟି ଆସନରେ ଆଗରେ ରହିଛି। ଅଣ କଂଗ୍ରେସ ଓ ଅଣ ବିଜେପି ଦଳଗୁଡ଼ିକ ୧୧୧ଟି ଆସନରେ ଆଗରେ ରହିଛନ୍ତି।
ଅନ୍ୟପକ୍ଷେ, ଦିଲ୍ଲୀର ୭ଟି ଲୋକସଭା ଆସନରୁ ପ୍ରାଥମିକ ଗଣତି ଅନୁଯାୟୀ, ୬ଟି ଲୋକସଭା ଆସନରେ ବିଜେପି ଆଗରେ ରହିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)