Advertisment

ବଲିଉଡ୍‌ ଷ୍ଟାର୍‌ ସଞ୍ଜୟ ଦତ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: ବଲିଉଡ୍‌ର ଭେଟେରନା ଅଭିନେତା ତଥା ଦର୍ଶକଙ୍କ ସଞ୍ଜୁ ବାବା ସଞ୍ଜୟ ଦତ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ନିଶ୍ୱାସ-ପ୍ରଶ୍ୱାସ ନେବାର କଷ୍ଟ ଓ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମୁମ୍ବାଇର ଲୀଳବାତୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କୁ ପ୍ରଥମେ ନନ୍‌ କୋଭିଡ୍ ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଭର୍ତ୍ତି ହେବା ପରେ କରୋନା ଟେଷ୍ଟ ନେଗେଟିଭ୍‌ ଆସିଥିଲା। ରାପିଡ୍ ଆଣ୍ଡିଜେନ୍ ଟେଷ୍ଟ ମଧ୍ୟ ନେଗେଟିବି ଆସିଛି। ତାଙ୍କର ସ୍ୱାବ ସଂଗ୍ରହ କରାଯାଇ RT-PCR ଟେଷ୍ଟ ପାଇଁ […]

ଅଦ୍ୟତନ ହୋଇଛି
ବଲିଉଡ୍‌ ଷ୍ଟାର୍‌ ସଞ୍ଜୟ ଦତ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି

sanjaya

Advertisment

ମୁମ୍ବାଇ: ବଲିଉଡ୍‌ର ଭେଟେରନା ଅଭିନେତା ତଥା ଦର୍ଶକଙ୍କ ସଞ୍ଜୁ ବାବା ସଞ୍ଜୟ ଦତ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ନିଶ୍ୱାସ-ପ୍ରଶ୍ୱାସ ନେବାର କଷ୍ଟ ଓ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମୁମ୍ବାଇର ଲୀଳବାତୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କୁ ପ୍ରଥମେ ନନ୍‌ କୋଭିଡ୍ ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା।

Advertisment

ହସ୍ପିଟାଲରେ ଭର୍ତ୍ତି ହେବା ପରେ କରୋନା ଟେଷ୍ଟ ନେଗେଟିଭ୍‌ ଆସିଥିଲା। ରାପିଡ୍ ଆଣ୍ଡିଜେନ୍ ଟେଷ୍ଟ ମଧ୍ୟ ନେଗେଟିବି ଆସିଛି।

ତାଙ୍କର ସ୍ୱାବ ସଂଗ୍ରହ କରାଯାଇ RT-PCR ଟେଷ୍ଟ ପାଇଁ ପଠାଯାଇଛି। ସଞ୍ଜୟ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ହସ୍‌ପିଟାଲ ମୁଖ୍ୟ ପରିଚାଳକ ଡକ୍ଟର ଭି ଶଙ୍କର ସୂଚନା ଦେଇଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ଜଲିଲ ପାର୍କର ଗତମାସରେ କରୋନାରୁ ଆରୋଗ୍ୟ ହୋଇଥିଲେ।

Advertisment

୬୧ ବର୍ଷୀୟ ସଂଜୟ ଗତ ଜୁଲାଇ ୨୯ରେ ତାଙ୍କର ଜନ୍ମଦିନ ପାଳିଥିଲେ। ମହେଶ ଭଟ୍ଟଙ୍କ ଅପକମିଂ ଫିଲ୍ମ 'ସଡକ-୨'ରେ ଦେଖିବାକୁ ମିଲିବ। ଏହା ଅଗଷ୍ଟ ୨୮ରେ ଡିଜ୍‌ନି ଓ ହଟ୍‌ ଷ୍ଟାରରେ ରିଲିଜ୍ ହେବାର ଆଶା କରାଯାଉଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ