terrorist
Advertisment
ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୋପିଆନ ଏବଂ ହନ୍ଦଓ୍ୱାଡାରେ ସେନାର ଅପରେସନ ଅଲଆଉଟ୍ ଜାରି ରହିଛି। ସେନା, ସିଆରପିଏଫ୍ ଓ ରାଜ୍ୟ ପୁଲିସର ମିଳିତ ଅଭିଯାନରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି।
Advertisment
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋପିଆନର କେଲେରରେ ମିଳିତ ଅପରେସନ କରାଯାଇଥିଲା। ଏବେ ବି ସେହି ଅଞ୍ଚଳରେ ୪ରୁ ୬ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ତେଣୁ ତଲାସୀ ଜାରି ରହିଛି। ହଣ୍ଡଓ୍ୱାରାରେ ମଧ୍ୟ ଦୁଇ ଆତଙ୍କବାଦୀଙ୍କୁ ସେନା ଘେରାଉ କରି ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/terrorist-1_1626759058.jpg)