Advertisment

ପଦ୍ମପୁର ଜିତିଲା ବିଜେଡି

ଆସିଲା ଗୁଜରାଟ ଓ ହିମାଚଳ ପ୍ରଦେଶର ରେଜଲ୍ଟ । ଏହି କ୍ରମରେ ପଦ୍ମପୁର

ଅଦ୍ୟତନ ହୋଇଛି
padampur gujarat himachal pradesh election results

padampur gujarat himachal pradesh election results

Advertisment

ଆସିଲା ଗୁଜରାଟ ଓ ହିମାଚଳ ପ୍ରଦେଶର ରେଜଲ୍ଟ । ଏହି କ୍ରମରେ ପଦ୍ମପୁର ଉପନିର୍ବାଚନ ମଧ୍ୟ ଫଳ ଆସିଛି । ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ, ୪୨ ହଜାରରୁ ଅଧିକ ଭୋଟରେ ଜିତିଲେ ବର୍ଷା। ୨୩ ରାଉଣ୍ଡ ଶେଷ ସୁଦ୍ଧା ବର୍ଷାଙ୍କୁ ୧, ୧୯, ୫୧୨ ଭୋଟ।

Advertisment
  • Apr 27, 2023 13:43 IST

    ପଦ୍ମପୁରର ବିକାଶ ପାଇଁ ବର୍ଷେ ଯାଏ କାମ କରିବି: ବର୍ଷା ସିଂ ବରିହା

  • Dec 08, 2022 16:35 IST

    ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ

  • Dec 08, 2022 16:01 IST

    ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ

  • Dec 08, 2022 14:49 IST

    ୧୮ ତମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୭ମ ରାଉଣ୍ଡ ସୁଦ୍ଧା ୩୨,୫୬୭ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ

  • Dec 08, 2022 14:31 IST

    ୧୭ ତମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୭ମ ରାଉଣ୍ଡ ସୁଦ୍ଧା ୩୦,୦୫୯ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ

  • Dec 08, 2022 14:30 IST

    ୧୬ ତମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୬ମ ରାଉଣ୍ଡ ସୁଦ୍ଧା ୨୯,୫୧୮ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ

  • Dec 08, 2022 14:19 IST

    ୧୬ ତମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୬ମ ରାଉଣ୍ଡ ସୁଦ୍ଧା ୨୯,୫୧୮ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ

  • Dec 08, 2022 14:18 IST

    ମତଗଣନା ସୁରୁଖୁରୁରେ ଚାଲିଛି

  • Dec 08, 2022 14:17 IST

    ଏଇ ଜାଗା ଛାଡି ମୁଁ କୁଆଡେ ଯିବିନି : ବର୍ଷା ସିଂ ବରିହା

  • Dec 08, 2022 14:16 IST

    ପୂର୍ବରୁ ୩୨ ହଜାର ପାଇଥିଲୁ, ହେଲେ ଏବେ କମିଗଲା : ଜୟଦେବ ଜେନା

  • Dec 08, 2022 13:35 IST

    ପଦ୍ମପୁର ଉପନିର୍ବାଚନ: ୧୪ ତମ ରାଉଣ୍ଡରେ ବି ବିଜେଡି ଆଗୁଆ

  • Dec 08, 2022 13:28 IST

    ୧୩ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୩ମ ରାଉଣ୍ଡ ସୁଦ୍ଧା ୨୪,୦୫୮ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ

  • Dec 08, 2022 13:10 IST

    ୧୨ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୧ମ ରାଉଣ୍ଡ ସୁଦ୍ଧା ୨୧,୯୧୯ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ

  • Dec 08, 2022 13:08 IST

    ୧୧ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୧ମ ରାଉଣ୍ଡ ସୁଦ୍ଧା ୨୧, ୩୫୨ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ

  • Dec 08, 2022 12:52 IST

    ବିଜେଡିର କୋର୍ସ କରେକସନ୍‌କୁ ବୁଝିପାରିଲାନି କି ବିଜେପି?

  • Dec 08, 2022 12:51 IST

    ବୋହୂ ବିଜୟୀ ହେବା ଉପରେ..ଶ୍ୱଶୁର କେତେ ଖୁସି?

  • Dec 08, 2022 12:49 IST

    ବିଜେପି ପୁଣି ଥରେ ବହୁମତ ସହ ସରକାର ଗଢ଼ିବା ନେଇ ଅନୁମାନ କରାଯାଉଛି

  • Dec 08, 2022 12:48 IST

    ହିମାଚଳ ପ୍ରଦେଶରେ କଂଗ୍ରେସ-ବିଜେପି ଜୋରଦାର ଟକ୍କର । ପଛରେ ପଡ଼ିଲା ବିଜେପି

  • Dec 08, 2022 12:45 IST

    ୧୦ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୦ମ ରାଉଣ୍ଡ ସୁଦ୍ଧା ୧୯, ୪୨୫ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ

  • Dec 08, 2022 12:44 IST

    ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆମେ ଜିତିବୁ : ସୁର ରାଉତରାୟ

  • Dec 08, 2022 12:12 IST

    ପଦ୍ମପୁର ଉପନିର୍ବାଚନ: ୯ମ ରାଉଣ୍ଡରେ ବି ବିଜେଡି ଆଗୁଆ

  • Dec 08, 2022 12:02 IST

    ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଜୟୀ

  • Dec 08, 2022 12:01 IST

    ୮ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୮ମ ରାଉଣ୍ଡ ସୁଦ୍ଧା ୧୫,୫୪୧ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ

  • Dec 08, 2022 12:00 IST

    ୭ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୭ମ ରାଉଣ୍ଡ ସୁଦ୍ଧା ୧୨,୫୪୮ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ

  • Dec 08, 2022 11:39 IST

    ପଦ୍ମପୁର ଉପନିର୍ବାଚନ: ୬ଷ୍ଠ ରାଉଣ୍ଡରେ ବି ବିଜେଡି ଆଗୁଆ

  • Dec 08, 2022 11:23 IST

    ୫ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୫ମ ରାଉଣ୍ଡ ସୁଦ୍ଧା ୮୩୮୨ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ

  • Dec 08, 2022 11:12 IST

    ହିମାଚଳ ପ୍ରଦେଶରେ କଂଗ୍ରେସ-ବିଜେପି ଜୋରଦାର ଟକ୍କର । ପଛରେ ପଡ଼ିଲା ବିଜେପି

  • Dec 08, 2022 11:00 IST

    ଗୁଜରାଟରେ ପୁଣି ସରକାର ଗଠନ କରିବା ସ୍ଥିତିରେ ବିଜେପି

  • Dec 08, 2022 10:56 IST

    ଚତୁର୍ଥ ରାଉଣ୍ଡରେ ବି ବିଜେଡି ଆଗୁଆ । ୪ର୍ଥ ରାଉଣ୍ଡ ସୁଦ୍ଧା ୮୧୭୮ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ

  • Dec 08, 2022 10:50 IST

    ତୃତୀୟ ରାଉଣ୍ଡରେ ବିଜେଡି ଆଗୁଆ । ୩ୟ ରାଉଣ୍ଡ ସୁଦ୍ଧା ୫୭୬୬ ଖଣ୍ଡ ଭୋଟରେ ଆଗୁଆ

  • Dec 08, 2022 10:36 IST

    ପଦ୍ମପୁର ଉପନିର୍ବାଚନ: ତୃତୀୟ ରାଉଣ୍ଡରେ ବିଜେଡି ଆଗୁଆ । ୩ୟ ରାଉଣ୍ଡ ସୁଦ୍ଧା ୫୭୬୬ ଖଣ୍ଡ ଭୋଟରେ ଆଗୁଆ

  • Dec 08, 2022 10:22 IST

    ଗୁଜରାଟ-ହିମାଚଳରେ ବିଜେପି-କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର

  • Dec 08, 2022 10:21 IST

    ଗୁଜରାଟରେ କଂଗ୍ରେସକୁ ଧୂଳି ଚଟାଇଲା ବିଜେପି, ହିମାଚଳରେ କଡ଼ା ଟକ୍କର...

    ଯଦି ଆମେ ପ୍ରାରମ୍ଭିକ ଟ୍ରେଣ୍ଡ୍‌କୁ ଦେଖିବା, ତା’ହେଲେ ଗୁଜରାଟରେ ବିଜେପି ଏହାର ଶାସନ ବଜାୟ ରଖିବାକୁ ଯାଉଛି। କାରଣ ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ ବିଜେପିକୁ ଅନ୍ୟ ଦଳ ଠାରୁ ଅଧିକ ଭୋଟ୍‌ ମିଳିଥିବା ଦେଖିବାକୁ ମିଳିଛି।

    ଆହୁରି ପଢ଼ନ୍ତୁ...

  • Dec 08, 2022 10:04 IST

    ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଜାରି । ଦ୍ୱିତୀୟ ରାଉଣ୍ଡରେ ବିଜେଡି ଆଗୁଆ

  • Dec 08, 2022 09:57 IST

    ପଦ୍ମପୁର ପ୍ରଥମ ରାଉଣ୍ଡ : ଆଗରେ ବିଜେଡି...କଂଗ୍ରେସ ବହୁ ପଛରେ

  • Dec 08, 2022 08:46 IST

    ୧୧ ବୁଥକୁ ନେଇ ଏମିତି କହିଲେ ପ୍ରଦୀପ ପୁରୋହିତ। ଇଭିଏମକୁ ନେଇ ଦେଲେ ବଡ଼ ପ୍ରତିକ୍ରିୟା

  • Dec 08, 2022 08:45 IST

    ଉପ-ନିର୍ବାଚନରେ ପ୍ରଚାର ପାଇଁ ଯାଉନଥିଲେ ନବୀନ, ହେଲେ ପଦ୍ମପୁର ଉପ-ନିର୍ବାଚନକୁ କାହିଁକି ଗଲେ ନବୀନ?

  • Dec 08, 2022 08:44 IST

    ସନ୍ଦେହରେ ଅଛନ୍ତି କି ବିଜେପି ନେତା? ବାଜିମାତ୍‌ ପାଇଁ କିନ୍ତୁ ଉତ୍ସୁକତା ଦେଖାଉଛନ୍ତି ନେତା

  • Dec 08, 2022 08:26 IST

    ଆରମ୍ଭ ହେଲା ପଦ୍ମପୁର ଭୋଟ୍‌ ଗଣତି। ସମୟ ଯେତିକି ବଢୁଛି, ନେତାଙ୍କ ହୃଦସ୍ପନ୍ଦନ ସେତିକି ବଢୁଛି

  • Dec 08, 2022 08:17 IST

    ୬୮ ଆସନରେ ହିମାଚଳରେ ହୋଇଛି ନିର୍ବାଚନ। ଏଥର କାଣ୍ଟେକି ଟକ୍କର ହେବ

  • Dec 08, 2022 08:00 IST

    କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ପଦ୍ମପୁରବାସୀ ?

    ଆଜି ପଦ୍ମପୁର ଉପନିର୍ବାଚନର ଫଳାଫଳ ଆସିବ। କାହାର ହେବ ପଦ୍ମପୁର ? କିଏ ମାରିବ ବାଜିବ ? କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ପଦ୍ମପୁରବାସୀ ?  ଆଜି ସବୁକିଛି ସ୍ପଷ୍ଟ ହୋଇଯିବ। 

    ଆହୁରି ପଢ଼ନ୍ତୁ...

  • Dec 08, 2022 07:54 IST

    ୨୦୧୯ରେ କିଏ ପାଇଥିଲେ କେତେ ଭୋଟ୍‌?

  • Dec 08, 2022 07:39 IST

    #ପଦ୍ମପୁର_ଉପରେ_ନଜର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ